Home Coronavirus Outbreak ଭଲ ଖବର : କମୁଛି ସଂକ୍ରମଣ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା ଆଜି ରାଜ୍ୟରୁ ୮,୦୩୨ ଆକ୍ରାନ୍ତ...

ଭଲ ଖବର : କମୁଛି ସଂକ୍ରମଣ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା ଆଜି ରାଜ୍ୟରୁ ୮,୦୩୨ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?

124

ଭୁବନେଶ୍ୱର ୯-୬ (ଓଡ଼ିଆ ପୁଅ) ରାଜ୍ୟରେ କମୁଛି ସଂକ୍ରମଣ କିନ୍ତୁ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା।
ଆଜି ରାଜ୍ୟରୁ ୮,୦୩୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-

୯୮୧ – ଖୋର୍ଦ୍ଧା ଜିଲ୍ଲାରୁ,

୮୯୦ – କଟକ ଜିଲ୍ଲାରୁ,

୪୬୭ – ପୁରୀ ଜିଲ୍ଲାରୁ,

୪୬୨ – ସୁନ୍ଦରଗଡ ଜିଲ୍ଲାରୁ,

୪୨୩ – ଅନୁଗୁଳ ଜିଲ୍ଲାରୁ,

୩୭୨ – ବରଗଡ ଜିଲ୍ଲାରୁ,

୩୫୪ – ଯାଜପୁର ଜିଲ୍ଲାରୁ,

୩୩୨ – ଜଗତସିଂହପୁର ଜିଲ୍ଲାରୁ,

୩୧୨ – ମୟୂରଭଞ୍ଜ ଜିଲ୍ଲାରୁ,

୩୦୧ – ବାଲେଶ୍ୱର ଜିଲ୍ଲାରୁ,

୨୬୫ – ରାୟଗଡ଼ା ଜିଲ୍ଲାରୁ,

୨୫୯ – ବୌଦ୍ଧ ଜିଲ୍ଲାରୁ,

୨୫୫ – ନୟାଗଡ଼ ଜିଲ୍ଲାରୁ,

୨୪୯ – ନବରଙ୍ଗପୁର ଜିଲ୍ଲାରୁ,

୨୦୯ – କେନ୍ଦ୍ରାପଡା ଜିଲ୍ଲାରୁ,

୨୦୮ – କେନ୍ଦୁଝର ଜିଲ୍ଲାରୁ,

୧୯୩ – କୋରାପୁଟ ଜିଲ୍ଲାରୁ,

୧୯୦ – ସମ୍ବଲପୁର ଜିଲ୍ଲାରୁ,

୧୮୧ – କଳାହାଣ୍ଡି ଜିଲ୍ଲାରୁ,

୧୪୩ – ଗଞ୍ଜାମ ଜିଲ୍ଲାରୁ,

୧୩୯ – ଭଦ୍ରକ ଜିଲ୍ଲାରୁ,

୧୨୦ – ସୋନପୁର ଜିଲ୍ଲାରୁ,

୯୩ – ଦେବଗଡ଼ ଜିଲ୍ଲାରୁ,

୮୫ – ମାଲକାନଗିରି ଜିଲ୍ଲାରୁ,

୭୭ – ଝାରସୁଗୁଡା ଜିଲ୍ଲାରୁ,

୭୧ – ଗଜପତି ଜିଲ୍ଲାରୁ,

୭୧ – କନ୍ଧମାଳ ଜିଲ୍ଲାରୁ,

୭୦ – ବଲାଙ୍ଗୀର ଜିଲ୍ଲାରୁ,

୭୦ – ଢେଙ୍କାନାଳ ଜିଲ୍ଲାରୁ,

୨୮ – ନୁଆପଡା ଜିଲ୍ଲାରୁ,

୧୬୨ – ରାଜ୍ୟ ପୁଲ୍ ରୁ,

ଓଡିଶାର ମୋଟ ପୁନରୁଦ୍ଧାର ମାମଲା ବର୍ତ୍ତମାନ ୭୬୪୬୭୩ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.