ଭୁବନେଶ୍ୱର ୮-୬ (ଓଡ଼ିଆ ପୁଅ) ରାଜ୍ୟରେ କମୁଛି ସଂକ୍ରମଣ କିନ୍ତୁ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା।
ଆଜି ରାଜ୍ୟରୁ ୭,୩୫୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-
୧୦୯୫ – ଖୋର୍ଦ୍ଧା ଜିଲ୍ଲାରୁ,
୯୫୬ – କଟକ ଜିଲ୍ଲାରୁ,
୫୯୦ – ସୁନ୍ଦରଗଡ ଜିଲ୍ଲାରୁ,
୪୯୯ – ଯାଜପୁର ଜିଲ୍ଲାରୁ,
୪୯୦ – ଅନୁଗୁଳ ଜିଲ୍ଲାରୁ,
୪୬୨ – ଭଦ୍ରକ ଜିଲ୍ଲାରୁ,
୪୫୩ – ମୟୂରଭଞ୍ଜ ଜିଲ୍ଲାରୁ,
୪୦୫ – ପୁରୀ ଜିଲ୍ଲାରୁ,
୩୮୪ – କେନ୍ଦ୍ରାପଡା ଜିଲ୍ଲାରୁ,
୩୧୦ – ବୌଦ୍ଧ ଜିଲ୍ଲାରୁ,
୩୧୦ – କଳାହାଣ୍ଡି ଜିଲ୍ଲାରୁ,
୨୭୬ – ବରଗଡ ଜିଲ୍ଲାରୁ,
୨୭୩ – ନୟାଗଡ଼ ଜିଲ୍ଲାରୁ,
୨୪୨ – ଜଗତସିଂହପୁର ଜିଲ୍ଲାରୁ,
୨୦୬ – କୋରାପୁଟ ଜିଲ୍ଲାରୁ,
୧୯୭ – ନବରଙ୍ଗପୁର ଜିଲ୍ଲାରୁ,
୧୯୬ – କେନ୍ଦୁଝର ଜିଲ୍ଲାରୁ,
୧୪୦ – ସୋନପୁର ଜିଲ୍ଲାରୁ,
୧୨୬ – ସମ୍ବଲପୁର ଜିଲ୍ଲାରୁ,
୧୧୮ – ବଲାଙ୍ଗୀର ଜିଲ୍ଲାରୁ,
୧୦୮ – ଝାରସୁଗୁଡା ଜିଲ୍ଲାରୁ,
୧୦୫ – ଗଞ୍ଜାମ ଜିଲ୍ଲାରୁ,
୧୦୪ – ମାଲକାନଗିରି ଜିଲ୍ଲାରୁ,
୧୦୧ – ବାଲେଶ୍ୱର ଜିଲ୍ଲାରୁ,
୯୦ – ଢେଙ୍କାନାଳ ଜିଲ୍ଲାରୁ,
୮୬ – ଗଜପତି ଜିଲ୍ଲାରୁ,
୮୬ – କନ୍ଧମାଳ ଜିଲ୍ଲାରୁ,
୮୫ – ରାୟଗଡ଼ା ଜିଲ୍ଲାରୁ,
୬୪ – ଦେବଗଡ଼ ଜିଲ୍ଲାରୁ,
୫୨ – ନୁଆପଡା ଜିଲ୍ଲାରୁ,
୨୨୭ – ରାଜ୍ୟ ପୁଲ୍ ରୁ,
ଓଡିଶାର ମୋଟ ପୁନରୁଦ୍ଧାର ମାମଲା ବର୍ତ୍ତମାନ ୭୫୬୬୪୧ ରେ ପହଞ୍ଚିଛି।