Home Coronavirus Outbreak ଭଲ ଖବର : କମୁଛି ସଂକ୍ରମଣ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା ଆଜି ରାଜ୍ୟରୁ ୮, ୮୩୬...

ଭଲ ଖବର : କମୁଛି ସଂକ୍ରମଣ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା ଆଜି ରାଜ୍ୟରୁ ୮, ୮୩୬ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?

94

ଭୁବନେଶ୍ୱର ୮-୬ (ଓଡ଼ିଆ ପୁଅ) ରାଜ୍ୟରେ କମୁଛି ସଂକ୍ରମଣ କିନ୍ତୁ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା।
ଆଜି ରାଜ୍ୟରୁ ୭,୩୫୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-

୧୦୯୫ – ଖୋର୍ଦ୍ଧା ଜିଲ୍ଲାରୁ,

୯୫୬ – କଟକ ଜିଲ୍ଲାରୁ,

୫୯୦ – ସୁନ୍ଦରଗଡ ଜିଲ୍ଲାରୁ,

୪୯୯ – ଯାଜପୁର ଜିଲ୍ଲାରୁ,

୪୯୦ – ଅନୁଗୁଳ ଜିଲ୍ଲାରୁ,

୪୬୨ – ଭଦ୍ରକ ଜିଲ୍ଲାରୁ,

୪୫୩ – ମୟୂରଭଞ୍ଜ ଜିଲ୍ଲାରୁ,

୪୦୫ – ପୁରୀ ଜିଲ୍ଲାରୁ,

୩୮୪ – କେନ୍ଦ୍ରାପଡା ଜିଲ୍ଲାରୁ,

୩୧୦ – ବୌଦ୍ଧ ଜିଲ୍ଲାରୁ,

୩୧୦ – କଳାହାଣ୍ଡି ଜିଲ୍ଲାରୁ,

୨୭୬ – ବରଗଡ ଜିଲ୍ଲାରୁ,

୨୭୩ – ନୟାଗଡ଼ ଜିଲ୍ଲାରୁ,

୨୪୨ – ଜଗତସିଂହପୁର ଜିଲ୍ଲାରୁ,

୨୦୬ – କୋରାପୁଟ ଜିଲ୍ଲାରୁ,

୧୯୭ – ନବରଙ୍ଗପୁର ଜିଲ୍ଲାରୁ,

୧୯୬ – କେନ୍ଦୁଝର ଜିଲ୍ଲାରୁ,

୧୪୦ – ସୋନପୁର ଜିଲ୍ଲାରୁ,

୧୨୬ – ସମ୍ବଲପୁର ଜିଲ୍ଲାରୁ,

୧୧୮ – ବଲାଙ୍ଗୀର ଜିଲ୍ଲାରୁ,

୧୦୮ – ଝାରସୁଗୁଡା ଜିଲ୍ଲାରୁ,

୧୦୫ – ଗଞ୍ଜାମ ଜିଲ୍ଲାରୁ,

୧୦୪ – ମାଲକାନଗିରି ଜିଲ୍ଲାରୁ,

୧୦୧ – ବାଲେଶ୍ୱର ଜିଲ୍ଲାରୁ,

୯୦ – ଢେଙ୍କାନାଳ ଜିଲ୍ଲାରୁ,

୮୬ – ଗଜପତି ଜିଲ୍ଲାରୁ,

୮୬ – କନ୍ଧମାଳ ଜିଲ୍ଲାରୁ,

୮୫ – ରାୟଗଡ଼ା ଜିଲ୍ଲାରୁ,

୬୪ – ଦେବଗଡ଼ ଜିଲ୍ଲାରୁ,

୫୨ – ନୁଆପଡା ଜିଲ୍ଲାରୁ,

୨୨୭ – ରାଜ୍ୟ ପୁଲ୍ ରୁ,

ଓଡିଶାର ମୋଟ ପୁନରୁଦ୍ଧାର ମାମଲା ବର୍ତ୍ତମାନ ୭୫୬୬୪୧ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.