ଭୁବନେଶ୍ୱର ୬-୬ (ଓଡ଼ିଆ ପୁଅ) ରାଜ୍ୟରେ କମୁଛି ସଂକ୍ରମଣ କିନ୍ତୁ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା।
ଆଜି ରାଜ୍ୟରୁ ୭,୩୫୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-
୧୦୩୮ – କଟକ ଜିଲ୍ଲାରୁ,
୭୨୩ – ଖୋର୍ଦ୍ଧା ଜିଲ୍ଲାରୁ,
୪୮୨ – ଅନୁଗୁଳ ଜିଲ୍ଲାରୁ,
୪୫୭ – ପୁରୀ ଜିଲ୍ଲାରୁ,
୩୯୦ – ଢେଙ୍କାନାଳ ଜିଲ୍ଲାରୁ,
୩୨୧ – ବରଗଡ ଜିଲ୍ଲାରୁ,
୩୦୩ – ସମ୍ବଲପୁର ଜିଲ୍ଲାରୁ,
୨୯୦ – ନବରଙ୍ଗପୁର ଜିଲ୍ଲାରୁ,
୨୭୯ – ନୟାଗଡ଼ ଜିଲ୍ଲାରୁ,
୨୬୨ – ମୟୂରଭଞ୍ଜ ଜିଲ୍ଲାରୁ,
୨୪୯ – କେନ୍ଦୁଝର
୨୪୬ – ଭଦ୍ରକ ଜିଲ୍ଲାରୁ,
୨୪୦ – ଯାଜପୁର ଜିଲ୍ଲାରୁ,
୨୧୨ – ଜଗତସିଂହପୁର ଜିଲ୍ଲାରୁ,
୨୧୧ – କୋରାପୁଟ ଜିଲ୍ଲାରୁ,
୧୮୧ – ସୁନ୍ଦରଗଡ ଜିଲ୍ଲାରୁ,
୧୫୬ – ରାୟଗଡ଼ା ଜିଲ୍ଲାରୁ,
୧୫୪ – ସୋନପୁର ଜିଲ୍ଲାରୁ,
୧୪୭ – କଳାହାଣ୍ଡି ଜିଲ୍ଲାରୁ,
୧୩୨ – ଗଞ୍ଜାମ ଜିଲ୍ଲାରୁ,
୧୧୪ – କେନ୍ଦ୍ରାପଡା ଜିଲ୍ଲାରୁ,
୯୯ – ମାଲକାନଗିରି ଜିଲ୍ଲାରୁ,
୯୦ – ବଲାଙ୍ଗୀର ଜିଲ୍ଲାରୁ,
୮୬ – ଝାରସୁଗୁଡା ଜିଲ୍ଲାରୁ,
୮୩ – କନ୍ଧମାଳ ଜିଲ୍ଲାରୁ,
୭୧ – ବାଲେଶ୍ୱର ଜିଲ୍ଲାରୁ,
୬୨ – ଦେବଗଡ଼ ଜିଲ୍ଲାରୁ,
୬୦ – ଗଜପତି ଜିଲ୍ଲାରୁ,
୫୦ – ନୁଆପଡା ଜିଲ୍ଲାରୁ,
୨୪ – ବୌଦ୍ଧ ଜିଲ୍ଲାରୁ ଏବଂ
୧୪୬ – ରାଜ୍ୟ ପୁଲ୍ ରୁ,
ଓଡିଶାର ମୋଟ ପୁନରୁଦ୍ଧାର ମାମଲା ବର୍ତ୍ତମାନ ୭୩୯୩୭୬ ରେ ପହଞ୍ଚିଛି।