Home Coronavirus Outbreak ଭଲ ଖବର : କମୁଛି ସଂକ୍ରମଣ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା ଆଜି ରାଜ୍ୟରୁ ୭,୩୫୮ ଆକ୍ରାନ୍ତ...

ଭଲ ଖବର : କମୁଛି ସଂକ୍ରମଣ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା ଆଜି ରାଜ୍ୟରୁ ୭,୩୫୮ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?

97

ଭୁବନେଶ୍ୱର ୬-୬ (ଓଡ଼ିଆ ପୁଅ) ରାଜ୍ୟରେ କମୁଛି ସଂକ୍ରମଣ କିନ୍ତୁ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା।

ଆଜି ରାଜ୍ୟରୁ ୭,୩୫୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-

୧୦୩୮ – କଟକ ଜିଲ୍ଲାରୁ,

୭୨୩ – ଖୋର୍ଦ୍ଧା ଜିଲ୍ଲାରୁ,

୪୮୨ – ଅନୁଗୁଳ ଜିଲ୍ଲାରୁ,

୪୫୭ – ପୁରୀ ଜିଲ୍ଲାରୁ,

୩୯୦ – ଢେଙ୍କାନାଳ ଜିଲ୍ଲାରୁ,

୩୨୧ – ବରଗଡ ଜିଲ୍ଲାରୁ,

୩୦୩ – ସମ୍ବଲପୁର ଜିଲ୍ଲାରୁ,

୨୯୦ – ନବରଙ୍ଗପୁର ଜିଲ୍ଲାରୁ,

୨୭୯ – ନୟାଗଡ଼ ଜିଲ୍ଲାରୁ,

୨୬୨ – ମୟୂରଭଞ୍ଜ ଜିଲ୍ଲାରୁ,

୨୪୯ – କେନ୍ଦୁଝର

୨୪୬ – ଭଦ୍ରକ ଜିଲ୍ଲାରୁ,

୨୪୦ – ଯାଜପୁର ଜିଲ୍ଲାରୁ,

୨୧୨ – ଜଗତସିଂହପୁର ଜିଲ୍ଲାରୁ,

୨୧୧ – କୋରାପୁଟ ଜିଲ୍ଲାରୁ,

୧୮୧ – ସୁନ୍ଦରଗଡ ଜିଲ୍ଲାରୁ,

୧୫୬ – ରାୟଗଡ଼ା ଜିଲ୍ଲାରୁ,

୧୫୪ – ସୋନପୁର ଜିଲ୍ଲାରୁ,

୧୪୭ – କଳାହାଣ୍ଡି ଜିଲ୍ଲାରୁ,

୧୩୨ – ଗଞ୍ଜାମ ଜିଲ୍ଲାରୁ,

୧୧୪ – କେନ୍ଦ୍ରାପଡା ଜିଲ୍ଲାରୁ,

୯୯ – ମାଲକାନଗିରି ଜିଲ୍ଲାରୁ,

୯୦ – ବଲାଙ୍ଗୀର ଜିଲ୍ଲାରୁ,

୮୬ – ଝାରସୁଗୁଡା ଜିଲ୍ଲାରୁ,

୮୩ – କନ୍ଧମାଳ ଜିଲ୍ଲାରୁ,

୭୧ – ବାଲେଶ୍ୱର ଜିଲ୍ଲାରୁ,

୬୨ – ଦେବଗଡ଼ ଜିଲ୍ଲାରୁ,

୬୦ – ଗଜପତି ଜିଲ୍ଲାରୁ,

୫୦ – ନୁଆପଡା ଜିଲ୍ଲାରୁ,

୨୪ – ବୌଦ୍ଧ ଜିଲ୍ଲାରୁ ଏବଂ

୧୪୬ – ରାଜ୍ୟ ପୁଲ୍ ରୁ,

ଓଡିଶାର ମୋଟ ପୁନରୁଦ୍ଧାର ମାମଲା ବର୍ତ୍ତମାନ ୭୩୯୩୭୬ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.