ଭୁବନେଶ୍ୱର ୧୭-୫ (ଓଡ଼ିଆ ପୁଅ) ରାଜ୍ୟରେ ଗତ ୨୪ ଘଂଟାରେ ୧୦,୭୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ନେଲା ୨୨ ଜୀବନ। ମୋଟ ମୃତ୍ୟୁ ସଂଖ୍ୟା ୨୩୩୫ କୁ ବୃଦ୍ଧି ପାଇଛି।
ଅନୁଗୁଳ ଜିଲ୍ଲାରୁ ୨ ଜଣ,
ବୌଦ୍ଧ ଜିଲ୍ଲାରୁ ୩ ଜଣ
ଗଜପତି ଜିଲ୍ଲାରୁ ୧ ଜଣ ,
ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ,
କୋରାପୁଟ ଜିଲ୍ଲାରୁ ୩ ଜଣ ,
ନୂଆପଡ଼ା ଜିଲ୍ଲାରୁ ୩ ଜଣ ,
ପୁରୀ ଜିଲ୍ଲାରୁ ୧ ଜଣ ,
ରାୟଗଡ଼ା ଜିଲ୍ଲାରୁ ୩ ଜଣ ,
ଏବଂ
ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଙ୍କର ମୃତ୍ୟୁ ହୋଇଛି।
ନୂତନ ସକରାତ୍ମକ ମାମଲା: ୧୦୭୫୭
କ୍ୱାରେଣ୍ଟିନରୁ: ୬୦୨୪
ସ୍ଥାନୀୟ ସମ୍ପର୍କ: ୪୭୩୩
ଜିଲ୍ଲା ୱାରୀ ମାମଲା:
୧ – ଅନୁଗୁଳ: ୬୦୬
୨ – ବାଲେଶ୍ୱର: ୩୫୪
୩ – ବରଗଡ: ୪୦୪
୪ – ଭଦ୍ରକ: ୪୪୩
୫ – ବଲାଙ୍ଗୀର: ୫୦୭
୬ – ବୌଦ୍ଧ: ୧୩୩
୭ – କଟକ: ୯୭୩
୮ – ଦେବଗଡ଼: ୧୦୨
୯ – ଢେଙ୍କାନାଳ: ୨୮୯
୧୦ – ଗଜପତି: ୧୪୧
୧୧ – ଗଞ୍ଜାମ: ୨୦୯
୧୨ – ଜଗାଟସିଂହପୁର: ୨୧୯
୧୩ – ଯାଜପୁର: ୨୮୧
୧୪ – ଝାରସୁଗୁଡା: ୩୮୮
୧୫ – କଳାହାଣ୍ଡି: ୧୨୫
୧୬ – କନ୍ଧମାଳ: ୮୭
୧୭ – କେନ୍ଦ୍ରାପଡା: ୧୪୮
୧୮ – କେନ୍ଦୁଝର: ୨୦୮
୧୯ – ଖୋର୍ଦ୍ଧା: ୯୦୯
୨୦ – କୋରାପୁଟ: ୨୮୨
୨୧ – ମାଲକାନଗିରି: ୧୨୩
୨୨ – ମୟୂରଭଞ୍ଜ: ୪୫୪
୨୩ – ନୱାରଙ୍ଗପୁର: ୩୮୬
୨୪ – ନୟାଗଡ଼: ୨୨୭
୨୫ – ନୁଆପଡା: ୫୦୨
୨୬ – ପୁରୀ: ୩୫୦
୨୭ – ରାୟଗଡ଼ା: ୧୩୬
୨୮ – ସମ୍ବଲପୁର: ୪୯୪
୨୯ – ସୋନପୁର: ୨୪୫
୩୦ – ସୁନ୍ଦରଗଡ: ୮୩୨
୩୧ – ରାଜ୍ୟ ପୁଲ୍: ୨୦୦
ନୂତନ ଆରୋଗ୍ୟ: ୧୨୦୭୭
ସଂଗୃହିତ ପରୀକ୍ଷଣ: ୧୦୯୪୧୧୯୨
ସକରାତ୍ମକ: ୬୨୨୯୮୧
ମୋଟ ଆରୋଗ୍ୟ : ୫୧୪୫୩୨
ସକ୍ରିୟ ମାମଲା: ୧୦୬୦୬୧
Covid-19 Report For 16th May
New Positives Cases: 10757
In quarantine: 6024
Local contacts: 4733(Details of local contacts will be shared by concerned Dist Administration)
District Wise Cases:
1. Angul: 606
2. Balasore: 354
3. Bargarh: 404
4. Bhadrak: 443
5. Balangir: 507— I & PR Department, Odisha (@IPR_Odisha) May 17, 2021
6. Boudh: 133
7. Cuttack: 973
8. Deogarh: 102
9. Dhenkanal: 289
10. Gajapati: 141
11. Ganjam: 209
12. Jagatsinghpur: 219
13. Jajpur: 281
14. Jharsuguda: 388
15. Kalahandi: 125
16. Kandhamal: 87
17. Kendrapada: 148
18. Keonjhar: 208
19. Khurda: 909
20. Koraput: 282— I & PR Department, Odisha (@IPR_Odisha) May 17, 2021
21. Malkangiri: 123
22. Mayurbhanj: 454
23. Nawarangpur: 386
24. Nayagarh: 227
25. Nuapada: 502
26. Puri: 350
27. Rayagada: 136
28. Sambalpur: 494
29. Sonepur: 245
30. Sundargarh: 832
31. State Pool: 200— I & PR Department, Odisha (@IPR_Odisha) May 17, 2021
New recoveries: 12077
Cumulative tested: 10941192
Positive: 622981
Recovered: 514532
Active cases: 106061— I & PR Department, Odisha (@IPR_Odisha) May 17, 2021