Home Top News ଜାଣନ୍ତୁ ଆପଣଙ୍କ ଜିଲ୍ଲାର ଆଜିର ପେଟ୍ରୋଲ ଦର

ଜାଣନ୍ତୁ ଆପଣଙ୍କ ଜିଲ୍ଲାର ଆଜିର ପେଟ୍ରୋଲ ଦର

93

ନୂଆ ଦିଲ୍ଲୀ ୧୭-୫ (ଓଡ଼ିଆ ପୁଅ) ସୋମବାରଦିନ ପେଟ୍ରୋଲ-ଡିଜେଲ ଦରରେ ସ୍ଥିର ଅଛି। ମଇ ମାସରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମୋଟ ୯ ଦିନ ବୃଦ୍ଧି ପାଇଛି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ଅନେକ ଜିଲ୍ଲାରେ ପେଟ୍ରୋଲର ମୂଲ୍ୟ ଆଜି ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି।

ତୈଳ ମାର୍କେଟିଂ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ ଟାରେ ପେଟ୍ରୋଲ-ଡିଜେଲ ମୂଲ୍ୟ ସଂଶୋଧନ କରନ୍ତି।
ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ସହିତ ଘରୋଇ ବଜାରରେ ଭାରି ଟିକସ ଏବଂ ମାଲ ପରିବହନ କାରଣରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି।
ମହାରାଷ୍ଟ୍ରର ନନ୍ଦେଡ, ରାଜସ୍ଥାନର ଜୈସଲମେର, ଗଙ୍ଗାନଗରରେ ଲିଟର ପିଛା ୧୦୦ ପାର କରିଥିବା ବେଳେ ଅନୁପପୁର, ନାଗରାବାଦ, ରେୱା ଏବଂ ଛିନ୍ଦୱାଡ଼ାରେ ପେଟ୍ରୋଲର ମୂଲ୍ୟ ମଧ୍ୟ ୧୦୦ ପାର କରିଛି।

ଆଜି ବିଭିନ୍ନ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କେତେ?

ମେଟ୍ରୋ ସହରରେ ଆଜିର ପେଟ୍ରୋଲ ଦର
ନୂଆ ଦିଲ୍ଲୀ – ୯୨.୫୮ ଟଙ୍କା ପ୍ରତି ଲିଟର
ମୁମ୍ବାଇ ସିଟି – ୯୮.୮୮ ଟଙ୍କା ପ୍ରତି ଲିଟର
କୋଲକାତା – ୯୨.୬୭ ଟଙ୍କା ପ୍ରତି ଲିଟର
ଚେନ୍ନାଇ – ୯୪.୩୧ ଟଙ୍କା ପ୍ରତି ଲିଟର

ଆପଣଙ୍କ ଜିଲ୍ଲାରେ ଆଜିର ପେଟ୍ରୋଲ ଦର

ଅନୁଗୁଳ – ୯୪.୫୦ ଟଙ୍କା ପ୍ରତି ଲିଟର

ବାଲେଶ୍ୱର – ୯୩.୩୬ ଟଙ୍କା ପ୍ରତି ଲିଟର

ବରଗଡ – ୯୪.୩୪ ଟଙ୍କା ପ୍ରତି ଲିଟର

ଭଦ୍ରକ – ୯୩.୮୦ ଟଙ୍କା ପ୍ରତି ଲିଟର

ବଲାଙ୍ଗୀର – ୯୫.୨୭ ଟଙ୍କା ପ୍ରତି ଲିଟର

ବୌଦ୍ଧ – ୯୫.୭୪ ଟଙ୍କା ପ୍ରତି ଲିଟର

କଟକ – ୯୩.୩୬ ଟଙ୍କା ପ୍ରତି ଲିଟର

ଦେବଗଡ଼ – ୯୪.୧୯ ଟଙ୍କା ପ୍ରତି ଲିଟର

ଢେଙ୍କାନାଳ – ୯୩.୭୯ ଟଙ୍କା ପ୍ରତି ଲିଟର

ଗଜପତି – ୯୫.୮୨ ଟଙ୍କା ପ୍ରତି ଲିଟର

ଗଞ୍ଜାମ – ୯୪.୧୯ ଟଙ୍କା ପ୍ରତି ଲିଟର

ଜଗତସିଂହପୁର – ୯୨.୭୭ ଟଙ୍କା ପ୍ରତି ଲିଟର

ଯାଜପୁର – ୯୩.୮୨ ଟଙ୍କା ପ୍ରତି ଲିଟର

ଝାରସୁଗୁଡା – ୯୩.୫୧ ଟଙ୍କା ପ୍ରତି ଲିଟର

କଳାହାଣ୍ଡି – ୯୫.୯୭ ଟଙ୍କା ପ୍ରତି ଲିଟର

କନ୍ଧମାଳ – ୯୫.୮୦ ଟଙ୍କା ପ୍ରତି ଲିଟର

କେନ୍ଦ୍ରାପଡା – ୯୩.୨୮ ଟଙ୍କା ପ୍ରତି ଲିଟର

କେନ୍ଦୁଝର – ୯୫.୨୦ ଟଙ୍କା ପ୍ରତି ଲିଟର

ଖୋର୍ଦ୍ଧା – ୯୩.୧୧ ଟଙ୍କା ପ୍ରତି ଲିଟର

କୋରାପୁଟ – ୯୭.୨୫ ଟଙ୍କା ପ୍ରତି ଲିଟର

ମାଲକାନଗିରି – ୯୮.୩୫ ଟଙ୍କା ପ୍ରତି ଲିଟର

ମୟୂରଭଞ୍ଜ – ୯୩.୭୦ ଟଙ୍କା ପ୍ରତି ଲିଟର

ନବରଙ୍ଗପୁର – ୯୬.୭୦ ଟଙ୍କା ପ୍ରତି ଲିଟର

ନୟାଗଡ଼ – ୯୩.୪୮ ଟଙ୍କା ପ୍ରତି ଲିଟର

ନୂଆପଡ଼ା – ୯୫.୯୪ ଟଙ୍କା ପ୍ରତି ଲିଟର

ପୁରୀ – ୯୩.୨୧ ଟଙ୍କା ପ୍ରତି ଲିଟର

ରାୟଗଡ଼ା – ୯୬.୫୯ ଟଙ୍କା ପ୍ରତି ଲିଟର

ସମ୍ବଲପୁର – ୯୩.୮୮ ଟଙ୍କା ପ୍ରତି ଲିଟର

ସୋନପୁର – ୯୪.୫୬ ଟଙ୍କା ପ୍ରତି ଲିଟର

ସୁନ୍ଦରଗଡ – ୯୪.୩୩ ଟଙ୍କା ପ୍ରତି ଲିଟର

ଆପଣଙ୍କ ଜିଲ୍ଲାରେ ଆଜିର ଡିଜେଲ ଦର

ଅନୁଗୁଳ – ୯୧.୮୪ ଟଙ୍କା ପ୍ରତି ଲିଟର

ବାଲେଶ୍ୱର – ୯୦.୭୫ ଟଙ୍କା ପ୍ରତି ଲିଟର

ବରଗଡ – ୯୧.୭୦ ଟଙ୍କା ପ୍ରତି ଲିଟର

ଭଦ୍ରକ – ୯୧.୧୮ ଟଙ୍କା ପ୍ରତି ଲିଟର

ବଲାଙ୍ଗୀର – ୯୨.୬୦ ଟଙ୍କା ପ୍ରତି ଲିଟର

ବୌଦ୍ଧ – ୯୩.୦୩ ଟଙ୍କା ପ୍ରତି ଲିଟର

କଟକ – ୯୦.୭୪ ଟଙ୍କା ପ୍ରତି ଲିଟର

ଦେବଗଡ଼ – ୯୧.୫୬ ଟଙ୍କା ପ୍ରତି ଲିଟର

ଢେଙ୍କାନାଳ – ୯୧.୧୫ ଟଙ୍କା ପ୍ରତି ଲିଟର

ଗଜପତି – ୯୩.୧୦ ଟଙ୍କା ପ୍ରତି ଲିଟର

ଗଞ୍ଜାମ – ୯୧.୫୪ ଟଙ୍କା ପ୍ରତି ଲିଟର

ଜଗତସିଂହପୁର – ୯୦.୧୪ ଟଙ୍କା ପ୍ରତି ଲିଟର

ଯାଜପୁର – ୯୧.୧୬ ଟଙ୍କା ପ୍ରତି ଲିଟର

ଝାରସୁଗୁଡା – ୯୦.୯୧ ଟଙ୍କା ପ୍ରତି ଲିଟର

କଳାହାଣ୍ଡି – ୯୩.୨୮ ଟଙ୍କା ପ୍ରତି ଲିଟର

କନ୍ଧମାଳ – ୯୩.୦୯ ଟଙ୍କା ପ୍ରତି ଲିଟର

କେନ୍ଦ୍ରାପଡା – ୯୦.୬୪ ଟଙ୍କା ପ୍ରତି ଲିଟର

କେନ୍ଦୁଝର – ୯୨.୪୯ ଟଙ୍କା ପ୍ରତି ଲିଟର

ଖୋର୍ଦ୍ଧା – ୯୦.୪୯ ଟଙ୍କା ପ୍ରତି ଲିଟର

କୋରାପୁଟ – ୯୪.୫୧ ଟଙ୍କା ପ୍ରତି ଲିଟର

ମାଲକାନଗିରି – ୯୫.୫୭ ଟଙ୍କା ପ୍ରତି ଲିଟର

ମୟୂରଭଞ୍ଜ – ୯୧.୦୮ ଟଙ୍କା ପ୍ରତି ଲିଟର

ନବରଙ୍ଗପୁର – ୯୩.୯୮ ଟଙ୍କା ପ୍ରତି ଲିଟର

ନୟାଗଡ଼ – ୯୦.୮୫ ଟଙ୍କା ପ୍ରତି ଲିଟର

ନୂଆପଡ଼ା – ୯୩.୨୫ ଟଙ୍କା ପ୍ରତି ଲିଟର

ପୁରୀ – ୯୦.୫୯ ଟଙ୍କା ପ୍ରତି ଲିଟର

ରାୟଗଡ଼ା – ୯୩.୮୫ ଟଙ୍କା ପ୍ରତି ଲିଟର

ସମ୍ବଲପୁର – ୯୧.୨୬ ଟଙ୍କା ପ୍ରତି ଲିଟର

ସୋନପୁର – ୯୧.୯୨ ଟଙ୍କା ପ୍ରତି ଲିଟର

ସୁନ୍ଦରଗଡ – ୯୧.୬୯ ଟଙ୍କା ପ୍ରତି ଲିଟର

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.