ନୂଆ ଦିଲ୍ଲୀ ୨୬-୪ (ଓଡ଼ିଆ ପୁଅ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କର ଶନିବାର ଦିନ କରୋନା ଟେଷ୍ଟ ରିପୋର୍ଟ ପଜିଟିଭେ ଆସିଥିଲା। ଆଜି ଚାଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବରେ ନୂଆଦିଲ୍ଲୀର AIIMS ରେ ଆଡମିଶନ କରାଯାଇଛି।
ଏ ନେଇ ସେ ଟ୍ୱିଟ କରି ଜଣାଇଛନ୍ତି। ସେ କହିଛନ୍ତିଯେ, “ମୁଁ ଭଲରେ ଅଛି। ସମସ୍ତ ଶୁଭେଚ୍ଛୁ ଏବଂ ନେତାମାନଙ୍କୁ ସେମାନଙ୍କର ସମର୍ଥନ ପାଇଁ ଧନ୍ୟବାଦ ଏବଂ ମୋର ଶୀଘ୍ର ଆରୋଗ୍ୟ କାମନା କରିବା ପାଇଁ ଶୁଭେଚ୍ଛା। ସମସ୍ତଙ୍କୁ ଧନ୍ୟବାଦ।”
I have been admitted in AIIMS, New Delhi as a precautionary measure after tested Covid-19 positive on 24th April, 2021. I am keeping well. Thanks to all well-wishers and leaders for their support and well wishes for my speedy recovery. Thanks to all.
— Jual Oram (Modi Ka Pariwar) (@jualoram) April 26, 2021