ନୂଆ ଦିଲ୍ଲୀ ୧୯-୧ (ଓଡ଼ିଆ ପୁଅ) ସିନେମା ଗୀତ ବାଜିଲେ ପ୍ରାୟତଃ ସମସ୍ତଙ୍କର ପାଦ ତାଲେତାଳେ ହଲିଯାଇଥାଏ। ଏପରିକି ଜଣେ ବୃଦ୍ଧ ଶୋଇବାରୁ ଉଠି ନାଟିବା ଆରମ୍ଭ କରିଥିବା ସୋସିଆଲ ମିଡ଼ିଆରେ ଦେଖିଥିବେ। କିନ୍ତୁ ମଇଁଷି ନାଚିବା କେବେ ଶୁଣିଛନ୍ତି କି ? କେବଳ ଶୁଣନ୍ତୁ ନାହିଁ, ଭାଇରାଲ ଭିଡ଼ିଓ ଦେଖନ୍ତୁ ମଧ୍ୟ। ଆଜିର ସମୟରେ ସୋସିଆଲ ମିଡିଆ ଯେ କୌଣସି ସାଧାରଣ ମଣିଷକୁ ହିରୋ କରିପାରେ। କିନ୍ତୁ, ମିଡିଆରେ ଆଜିକାଲି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ମଇଁଷି ଫିଲ୍ମ ଗୀତରେ ନାଚିବାର ଦେଖାଯାଉଛି।
FreeSoulSimi ନାମକ ଜଣେ ୟୁଜର ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଆପଣ ଦେଖନ୍ତୁ।
https://twitter.com/i/status/1343912506981457922








