Home Coronavirus Outbreak ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ହୋମକ୍ୱାରେଣ୍ଟିନରେ, ରିପୋର୍ଟ ନେଗେଟିଭ୍

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ହୋମକ୍ୱାରେଣ୍ଟିନରେ, ରିପୋର୍ଟ ନେଗେଟିଭ୍

97

ନୂଆଦିଲ୍ଲୀ ୦୪।୦୮ (ଓଡ଼ିଆ ପୁଅ) : ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଏବେ ହୋମ କ୍ୱାରେଣ୍ଟିନରେ ଏବଂ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ଆସନ୍ତା ୭ଦିନ ପାଇଁ ସେ ହୋମ କ୍ୱାରେଣ୍ଟିନରେ ରହିବେ ବୋଲି ଟ୍ୱିଟ କରି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟଯେ, ବିପ୍ଲବ କୁମାର ଦେବଙ୍କ ପରିବାରର ଦୁଇ ଜଣ ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ବିପ୍ଲବ ଦେବ ନିଜର କରୋନା ଟେଷ୍ଟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.