Home ଜିଲ୍ଲା ପରିକ୍ରମା ପ୍ରକୃତିବନ୍ଧୁ ଏକାକୀ ପାଳିଲେ ବିଶ୍ୱ ପରିବେଶ ଦିବସ

ପ୍ରକୃତିବନ୍ଧୁ ଏକାକୀ ପାଳିଲେ ବିଶ୍ୱ ପରିବେଶ ଦିବସ

124

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ପରିବେଶବିତ୍ ତଥା ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ରାଧାକାନ୍ତ ତ୍ରିପାଠୀ ଚଳିତବର୍ଷ ଏକାକି ପାଳନ କରିଛନ୍ତି ବିଶ୍ୱ ପରିବେଶ ଦିବସ । ଏଥି ଉପଲକ୍ଷେ ସେ ନିଜସ୍ୱ ଉଦ୍ୟମରେ କିଛି ଚାରା ରୋପଣ କରି ‘ଏକ୍‌ଲା ଚଲୋ’ ନ୍ୟାୟରେ ଦିବସଟିର ଗୁରୁତ୍ୱ ରଖିବାର ପ୍ରୟାସ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଏବେ କୋଭିଡ୍‌-୧୯ ଯୋଗୁଁ କଟକଣା ଲାଗୁହୋଇଥିବାରୁ ସେ ବିଶ୍ୱ ପରିବେଶ ଦିବସଟିକୁ ଏକ ନିଆରା ଢଙ୍ଗରେ ଏକାକି ପାଳନ କରି ଉଦାହରଣ ସୃଷ୍ଟି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.