Home Coronavirus Outbreak ଡେବିଟ୍ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମରୁ ନଗଦ ଟଙ୍କା ଉଠାଇଲେ ଲାଗିବନାହିଁ କୌଣସି ଚାର୍ଜ

ଡେବିଟ୍ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମରୁ ନଗଦ ଟଙ୍କା ଉଠାଇଲେ ଲାଗିବନାହିଁ କୌଣସି ଚାର୍ଜ

456

ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) କରୋନାଭାଇରସ୍ କାରଣରୁ ଭାରତର ଅର୍ଥମନ୍ତ୍ରୀ ଖୁବ୍ ଶୀଘ୍ର ଏକ ଆର୍ଥିକ ପ୍ୟାକେଜ୍ ର ଘୋଷଣା କରାଯିବ ବୋଲି ପ୍ରକାଶ କରିଛନ୍ତି। ଇତି ମଧ୍ୟରେ ଡେବିଟ୍ କାର୍ଡଧାରୀମାନଙ୍କ ପାଇଁ ଆସିଛି ଖୁସି ଖବର। ଡେବିଟ୍ କାର୍ଡଧାରୀମାନେ ଯେ କୌଣସି ବ୍ୟାଙ୍କ ଏଟିଏମରୁ ନଗଦ ଟଙ୍କା ଉଠାଇଲେ କୌଣସି ଚାର୍ଜ ଲାଗିବନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏହା ଆସନ୍ତା ୩ ମାସ ପାଇଁ କାର୍ଯ୍ୟକାରୀ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.