ବଲାଙ୍ଗୀର ୨ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ବଲାଙ୍ଗୀର ଜିଲ୍ଲା ମାଧିଆପାଲି ରେଳଧାରଣା ନିକଟରୁ ଦୁଇଜଣଙ୍କ ମୃତ ଦେହକୁ ରେଳବାଇ ପୁଲିସ ଉଦ୍ଧାର କରି ଏକ ଅପମୃତ ମାମଲା ରୁଜୁ କରିଥିବା ବେଳେ ମୃତକଙ୍କର ପରିଚୟ ମିଳିନଥିବା ପୁଲିସ ସୁତ୍ରରୁ ଜଣାପଡିଛି । ଗତ ରାତ୍ରୀରେ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଅନୁମାନ କରି ତଦନ୍ତ ଆରମ୍ଭ କରୁଛି ରେଳବାଇ ପୁଲିସ