କେନ୍ଦ୍ରାପଡା୨୮ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ ସାମୁଦ୍ରିକ ବାତ୍ୟା ବୁଲବୁଲରେ ଉପକୁଳ ବର୍ତ୍ତି ଜିଲ୍ଲା ମାନଙ୍କରେ ଚାଷୀ କୁଳର ବ୍ୟାପକ କ୍ଷୟ କ୍ଷତି ହୋଇଥିବା ସରକାର ସୂଚନା ପ୍ରଦାନ କରିଥିଲେ। କେନ୍ଦ୍ରାପଡା ଜିଲ୍ଲା ରାଜନଗର ନୁରୁ ଗ୍ରାମରେ ଜଣେ ଚାଷୀ ଏହି କ୍ଷତିକୁ ନେଇ ଆଜି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷର କ୍ଷତିପୁରଣ ଦାବିରେ ରାଜନଗର ରାସ୍ତାର ଗୋପାଳପୁରଠାରେ ରାସ୍ତାରୋକ କରାଯାଇଥିବା ସୂଚନା ମିଳିଛି।