Home Coronavirus Outbreak ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

133

ଭୁବନେଶ୍ୱର ୧୬-୭ (ଓଡ଼ିଆ ପୁଅ) ପୁଣି ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –
୯୮ ଜଣ ଯାଜପୁର ଜିଲ୍ଲାରୁ
୮୪ ଜଣ ଗଞ୍ଜାମ ଜିଲ୍ଲାରୁ
୪୬ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ
୩୬ ଜଣ ଗଜପତିଜିଲ୍ଲାରୁ
୩୦ ଜଣ ଝାରସୁଗୁଡ଼ା ଜିଲ୍ଲାରୁ
୧୭ ଜଣ କେନ୍ଦୁଝର ଜିଲ୍ଲାରୁ
୧୭ ଜଣ ମାଲକାନଗିରି ଜିଲ୍ଲାରୁ
୧୭ ଜଣ ଜଗତସିଂହପୁର ଜିଲ୍ଲାରୁ
୧୨ ଜଣ ଖୋର୍ଦ୍ଧା ଜିଲ୍ଲାରୁ
୮ ଜଣ ଅନୁଗୁଳ ଜିଲ୍ଲାରୁ
୭ ଜଣ ସୋନପୁର ଜିଲ୍ଲାରୁ
୬ ଜଣ ବରଗଡ଼ ଜିଲ୍ଲାରୁ
୫ ଜଣ ସମ୍ବଲପୁର ଜିଲ୍ଲାରୁ
୫ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ
୪ ଜଣ ଢେଙ୍କାନାଳ ଜିଲ୍ଲାରୁ
୨ ଜଣ କଟକ ଜିଲ୍ଲାରୁ
୧ ଜଣ ପୁରୀ ଜିଲ୍ଲାରୁ
୩ ଜଣ ଲେଖାଏଁ ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି।
ଏହା କୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୧୦୮୭୭ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.