Home ଜିଲ୍ଲା ପରିକ୍ରମା
1

ବିଏସ୍‌ଇଟି ସୋସାଇଟି ପ୪ରୁ ବନ୍ୟା ପ୍ରୀପଡିତଙ୍କୁ ୫ ଲକ୍ଷର ଚେକ୍ ପ୍ରଦାନ
ଭଦ୍ରକ, ୩୧ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାର ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ ଭଦ୍ରକ ଯାନ୍ତ୍ରିକ ମହାବିଦ୍ୟାଳୟ ସୋସାଇଟ ତରଫରୁ ଜିଲ୍ଲାର ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କ ପାଇଁ ଆରଡିସି, ଜିଲାପାଳ ଡ. ଦିଲୀପ ରାଉତରାଏଙ୍କ ଉପସ୍ଥିତିରେ ୫ ଲକ୍ଷ ଟଙ୍କା ଚେକ ମାଧ୍ୟମରେ ପ୍ରଦାନ କରାଯାଇଛି। ଏଥିରେ ସୋସାଇଟର ସଭାପତି ଇଂ ପ୍ରୟାସ କାନ୍ତି ସାମଲ, ସଂପାଦକ ମିହିର ମହାନ୍ତି, ବିଆଇଇଟିର ଅଧ୍ୟକ୍ଷ ଦିଲ୍ଲିପ ସାହୁ, ବିଏସ୍‌ଇଟିର ଅଧ୍ୟକ୍ଷ ଗଙ୍ଗାଧର ଧଳ, ଡିନ୍ ମୋହନ ଚରଣ ପଣ୍ଡା, ସଭ୍ୟ ପ୍ରବୀର ଜେନା, ବିଭୂଚନ୍ଦନ ଜେନା, ଆଇନ୍‌ଜୀବୀ ପରମେଶ୍ୱର ବାରିକ, ସାମାଜିକ କର୍ମୀ ଭବେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.