Home ଅପରାଧ ମୋହରା ଛକରେ ଦୃର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ

ମୋହରା ଛକରେ ଦୃର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ

130

ନୂଆପଡା୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନୂଆପଡା ମୋହରା ଛକରେ ରାସ୍ତା ଦୃର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଖଡିଆଳ ପୁଲିସ ଠାରୁ ସୁଚନା ମିଳିଛି । ମୃତକ ଦ୍ୱୟ ବଲାଙ୍ଗିର ଫୁଗୁଡା ଗ୍ରାମର ଦିଲିପ ଭୋଇ ଓ କିଶୋର ସା ବୋଲି ପୁଲିସ ସୁତ୍ରରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.