Home ଜାତୀୟ ସୁଚନା ଅଧିକାର ଆଇନରେ ମିଳି ପାରିବ ସିଜେଆଇ ଅଫିସ ତଥ୍ୟ

ସୁଚନା ଅଧିକାର ଆଇନରେ ମିଳି ପାରିବ ସିଜେଆଇ ଅଫିସ ତଥ୍ୟ

119

ନୂଆଦିଲ୍ଲୀ୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସୁପ୍ରିମ କୋର୍ଟ ମୂଖ୍ୟ ବିଚାରପତିଙ୍କ କାର୍ଯ୍ୟଳୟ ସୁଚନା ଅଧିକାର ଆଇନ ପରିସର ଭୁକ୍ତ ହେବାକୁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ଆଜି ସୁପ୍ରିମ କୋର୍ଟ କାଏମ ରଖି ସୁଚନା ଅଧିକାର ଆଇନରେ ସୁପ୍ରିମ କୋର୍ଟ କାର୍ଯ୍ୟାଳୟର ତଥ୍ୟ ମିଳିପାରିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.