Home ଓଡ଼ିଶା ଭିଏଲଡବ୍ୟୁ ମୃତ୍ୟୁ ଘଟଣା ତଦନ୍ତକୁ ନେଇ ବିଧାନସଭାରେ ହୋହାଲ୍ଲା ;୪.୪୨ ଯାଏ ବିଧାନସଭା ମୁଲତବୀ

ଭିଏଲଡବ୍ୟୁ ମୃତ୍ୟୁ ଘଟଣା ତଦନ୍ତକୁ ନେଇ ବିଧାନସଭାରେ ହୋହାଲ୍ଲା ;୪.୪୨ ଯାଏ ବିଧାନସଭା ମୁଲତବୀ

224

ଭୁବନେଶ୍ୱର୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ହରିଦାସପୁର ଗ୍ରାମପଞ୍ଚାୟତର ଭିଏଲଡବ୍ୟୁ ସ୍ମିତାରାଣୀ ମୃତ୍ୟୁ ଘଟଣା ତଦନ୍ତକୁ ନେଇ ବିଧାନସଭାରେ ବିରୋଧି ସଦସ୍ୟ ମାନେ ହୋହାଲ୍ଲା କରିବାରୁ ବାଚସ୍ପତି ୪.୪୨ ଯାଏ ବିଧାନସଭାକୁ ମୁଲତବୀ ରଖିଛନ୍ତି । ବିଧାନସଭା କାର‌୍ୟ୍ୟ ଦିବସ ଗୁଡିକ  ସୁଙ୍ଖଳାରେ ଚାଲିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିବା ସୁଚନା ମିଳିଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.