Home 2020

Yearly Archives: 2020

କୁହତେବେ କେଉଁ ଅପରାଧେ ମୋତେ କଲ ବଡଦାଣ୍ଡର ଭିକାରୀ

ପୁରୀ୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମଝିରେ ମଝିରେ ଇଂରାଜୀରେ କଥା ହେଉଥିବା  ପୁରୀ ବଡଦାଣ୍ଡରେ ଭିକ୍ଷାବୃର୍ତ୍ତିକୁ ନିଜର ଶେଷ ରାସ୍ତା ବୋଲି ଭାବିନେଇଥିବା ଲକ୍ଷ୍ମୀ ଦେବୀ ନିରାଶ୍ରୟ ଜୀବନ ବିତାଇବା ଦେଖାଯାଇଛି । ଲକ୍ଷ୍ମୀ...

ଆଜି ଠାରୁ +୨ କଳା,ବାଣିଜ୍ୟ,ବିଜ୍ଞାନ ଓ ଧନ୍ଧାମୁଳକ ପରିକ୍ଷା ଆରମ୍ଭ

ଭୁବନେଶ୍ୱର୩ ।୦୩(ଓଡିଆପୁଅ/ବିରଞ୍ଚି ନାରାୟଣପତ୍ରୀ) ରାଜ୍ୟରେ ଆଜି ଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଆରମ୍ଭ ହେବ। ଯୁକ୍ତ ଦୁଇ...

ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ଯାଜପୁର୩ା୩(ଓଡିଆ ପୁଅ/ବିରଞ୍ଚି ନାରାୟଣପତ୍ରୀ)ସୋମବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ  ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ତଥା...

ଟ୍ରେନ୍  ଲାଇନ କଡରୁ ଅପରିଚିତ ବ୍ୟକ୍ତିର ଶବ ଉଦ୍ଧାର

ଯାଜପୁର୩ ।୦୩(ଓଡିଆପୁଅ/ବିରଞ୍ଚି ନାରାୟଣପତ୍ରୀ)ବୈତରଣୀ- ଦୁଲାଖା ପାଟଣା ମଧ୍ୟରେ ଜଣେ ୨୫ରୁ ଉର୍ଦ୍ଧ ଯୁବକ ଟ୍ରେନ୍‌ରେ ଆତ୍ମହତ୍ୟା କରିଥିବା ଭଦ୍ରକ ଜିଆରପି ଠାରୁ ଖବର ମିଳିଛି । ଯୁବକ ଜଣକ ଆଜି ଦିର୍ଘ ସମୟ...

ପ୍ରକାଶ ପଣ୍ଡା ମେମୋରିଆଲ କ୍ରିକେଟ ଉଦଯାପିତ

ଯାଜପୁର୨ା୩ (ଓଡିଆପୁଅ)କୋରାଇ ବ୍ଲକ ଅନ୍ତର୍ଗତ କରଦା ପଂଚାୟତର ଆମ୍ବଗଡିଆ ପଳସା ଗ୍ରାମର ଜୟ ଜଗନ୍ନାଥ ୟୁଥ କ୍ଳବ ଆନୁକୂଲ୍ୟରେ ପ୍ରଥମ ବାର୍ଷିକ ପବ୍ଲିକ ପ୍ରସ୍ୟୁକୁଟର ପ୍ରକାଶ ପଣ୍ଡା ମେମୋରିଆଲ କ୍ରିକେଟ ଆଜି ଉଦ୍‌ଯାପିତ...

ବଦଳୀଲେ ସିଏମ୍‌ସି ୫୬ ଓ ୫୭ ୱାର୍ଡ଼ ସି.ଓ.

କଟକ-୩ ।୦୩(ଓଡିଆପୁଅ) ସରକାରଙ୍କ ପକ୍ଷରୁ ବିଭିନ୍ନ ଜନହିତକର ଯୋଜନା ଗୁଡ଼ିକରେ ଦୁର୍ନୀତି ଓ ଅନିୟମୀତତା ଏବଂ ଗରୀବଙ୍କ ବଦଳରେ ଧନୀ ହାତେଇଥିବାକୁ ନେଇ ଜାନୁୟାରୀ ୧୪ ତାରିଖରେ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ...

୩୦ବର୍ଷ ଅଧ୍ୟାପନ କରି ଅବସର ନେବାପରେ ଅଧ୍ୟାପକ ଙ୍କୁ ମିଳିଲାନାହିଁ ତାଙ୍କର ପ୍ରାପ୍ୟ

ମାଲକାନଗିରି,୨ା୩(ଓଡିଆ ପୁଅ ) ଦେହରେ ସାଧୁବାବାଙ୍କ ପରି ଗୌରୀକବସନ,ମୁହଁରେ ଲମ୍ବାଲମ୍ବା ନିଶ ଓ ଦାଢି,ମୁଣ୍ଡରେ ଜଟା ,  ସବୁବେଳେ ହସ ହସ ବଦନ,ନିଜେ ଅଭାବ ଓ ଦୁଃଖରେ ଥାଇ ବି କେବେବି  କାହା...

ଜାତୀୟ ଗ୍ରାମାଚଂଳ ମେଧାବୃତି ପରୀକ୍ଷାରେ ଏମଭି୭ ହାଇସ୍କୁଲର ସଫଳତା,୯ଜଣ ଛାତ୍ର ଛାତ୍ରୀ ଜିଲ୍ଲାରେ ଟପର, ବିଦ୍ୟାଳୟରେ ସମ୍ବୋର୍ଦ୍ଦିତ

ମାଲକାନଗିରି,୨ା୩(ଓଡିଆ ପୁଅ ) ଜାତୀୟ ଗ୍ରାମାଚଂଳ ମେଧାବୃତି ୨୦୧୯ ପରୀକ୍ଷାରେ ଏମଭି୭ ଜଗନ୍ନାଥପଲୀ ଉଚ୍ଚବିଦ୍ୟାଳୟ ସଫଳତା ହାସଲ କରିଛି,୧୦ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୯ଜଣ ଛାତ୍ର ଛାତ୍ରୀ ଜିଲ୍ଲାସ୍ତରରେ ଟପର ହୋଇ ବିଦ୍ୟାଳୟର...

ରାହୁଲ ମୋଦୀଙ୍କୁ କହିଲେ, ତିରଷ୍କାର ଛାଡ଼ନ୍ତୁ ସୋସିଆଲ ମିଡ଼ିଆ ନୁହେଁ

0
ନୂଆ ଦିଲ୍ଲୀ ୨-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାରଦିନ ଟ୍ୱୀଟ୍ କରିଛନ୍ତି। ସେ ଏହି ଟ୍ୱିଟରେ ପ୍ରକାଶ କରିଛନ୍ତିଯେ, ସେ ସାମାଜିକ ଗଣମାଧ୍ୟମ ଛାଡ଼ିବା ଉପରେ ବିଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ...

ମାଲକାନଗିରି ଜିଲ୍ଲାରେ ବେଧଡକ କଇଁଚ ବେପାର,ବନବିଭାଗ ନିରବ

ମାଲକାନଗିରି,୨ା୩ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ବେଧଡକ ଭାବେ କଇଁଚ ବେପାର ଚାଲିଥିଲେ ମଧ୍ୟ ବନବିଭାଗ ନିରବ ରହୁଥିବାରୁ କେତକ ଲାଭଖୋର ବେପାରି ଚୋରାରେ ଆନ୍ଦ୍ରପ୍ରଦେଶ ରୁ କଇଁଚ ଆଣି ଜିଲ୍ଲାର...

ପିଏମ୍ ମୋଦୀଙ୍କର ଟ୍ୱୀଟ୍- ଫେସବୁକ, ଟ୍ୱୀଟର, ଇଂଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍ ଛାଡ଼ିବା ଉପରେ କରୁଛି ବିଚାର

0
ନୂଆ ଦିଲ୍ଲୀ ୨-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାରଦିନ ଟ୍ୱୀଟ୍ କରିଛନ୍ତି। ସେ ଏହି ଟ୍ୱିଟରେ ପ୍ରକାଶ କରିଛନ୍ତିଯେ, ସେ ସାମାଜିକ ଗଣମାଧ୍ୟମ ଛାଡ଼ିବା ଉପରେ ବିଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ...

ବେନିୟମ ଭାବେ ୧୦ଶ୍ରେଣୀ ପରିକ୍ଷା ହଲରେ ଭାଷା ଶିକ୍ଷକ ନିଯୁକ୍ତି, ଅଭିଯୋଗ ପରେ ବିଡ଼ିଓଙ୍କ ତଦନ୍ତ ଶୂନ, ଅଭିଭାବକ...

0
ହରିଚନ୍ଦନପୁର, ତା ୦୨ ମାର୍ଚ୍ଚ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିକ୍ଷା କେନ୍ଦ୍ର ନଂ ୧୧୨ସିସି ଚାଲିଥିବା ୧୦ଶ୍ରେଣୀ ବୋର୍ଡ ପରୀକ୍ଷାରେ ବେନିୟମ ଭାବେ ଭାଷା...

ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ମଙ୍ଗଳ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା: ଛାତ୍ରଙ୍କୁ ବିଦ୍ୟୁତ୍ ଆଘାତ ପରେ ବି...

ବାଲିଗୁଡ଼ା:୨/୩.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାଟାଗୁଡ଼ା ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା। ବିଦ୍ୟୁତ୍ ଆଘାତରେ ଦଶମ ଶ୍ରେଣୀ ଛାତ୍ର ସଦାନନ୍ଦ ପ୍ରଧାନ...

ଭୁବନେଶ୍ୱର ଲୋକସଭା ଯୁବ କଂଗ୍ରେସ ପକ୍ଷରୁ “ୟଙ୍ଗ ଇଣ୍ଡିଆ କେ ବୋଲ୍‌” କାର୍ଯ୍ୟକ୍ରମ

0
ଭୁବନେଶ୍ୱର ୨.୩ (ଓଡ଼ିଆ ପୁଅ) – ରାଜ୍ୟରେ ବେକାରୀ ସମସ୍ୟା ଭୟଙ୍କର ଭାବେ ବୃଦ୍ଧି ପାଇଛି। ରାଜ୍ୟ ସରକାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଫଳରେ ବହୁ...

ରାଜ୍ୟସରକାରଙ୍କ ଯୋଜନା ବୋର୍ଡ ପାଲଟିଛି ବିଜେଡି ନେତାଙ୍କ ଥଇଥାନ କେନ୍ଦ୍ର:ବିଜେପି

0
ସଂଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରିବା ପ୍ରସଙ୍ଗ ଭୁବନେଶ୍ୱର, ୦୨/୦୩ (ଓଡ଼ିଆ ପୁଅ) : ରାଜ୍ୟ ସରକାର ଯୋଜନା ବୋର୍ଡକୁ କେବେବି ଗୁରୁତ୍ୱ ଦେଇ ନାହାଁନ୍ତି। ପୂର୍ବରୁ ଦଳୀୟ ନେତାଙ୍କୁ...

କେନ୍ଦ୍ରାପଡାରେ ସ୍ଥାଇ ଲୋକ ଅଦାଲତ ଉଦଘାଟିତ

କେନ୍ଦ୍ରାପଡା ୨/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ୨୦୧୯ ନଭେମ୍ବରମାସ ୨ତାରିଖର ନୋଟିଫିକେସନ ଅନୁଯାଇ ସୋମବାର ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲା ସିଭିଲ କୋର୍ଟ ପରିସରରେ ଓଡିଶା...

ବାଲିଗୁଡା ଯାତ୍ରୀ ବିଶ୍ରାମଗାରରୁ ବୃଦ୍ଧାଙ୍କ ଶବଉଦ୍ଧାର: ମହାପ୍ରୟାଣ ଗାଡି ଆସିଲାନି : ଟ୍ରଲିରେ ବୁହାଗଲା ଶବ…

ବାଲିଗୁଡା, ୨/୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡରେ ଥିବା ଯାତ୍ରୀ ବିଶ୍ରାମଗାରରେ ଏକ ବୃଦ୍ଧା ମହିଳା ଙ୍କ ମୃତ୍ୟୁ ଘଟିଛି। କୌଣସି ସୂତ୍ରରୁ ଖବର ପାଇ ବାଲିଗୁଡା...

ପ୍ରତି ଜିଲ୍ଲା ଓ ବ୍ଲକସ୍ତରରେ ନାଗରିକତା ସଂଶୋଧନ ଆଇନ୍ ବିରୁଦ୍ଧରେ ସତ୍ୟାଗ୍ରହ

0
ଭୁବନେଶ୍ୱର ୨.୩ (ଓଡ଼ିଆ ପୁଅ) - ଓଡିଶା ପଂଚାୟତିରାଜ ସଂଗଠନ ପକ୍ଷରୁ ନାଗରିକତା ସଂଶୋଧନ ଆଇନ୍ ଜାତୀୟ ନାଗରିକ ପଞ୍ଜିକା ଓ ଜାତୀୟ ଜନ ପଞ୍ଜିକାକୁ ବିରୋଧ କରି ପଂଚାୟତ ଓ ବ୍ଲକ...

ନୟାଗଡ଼: ୩୧ଟି ପରୀକ୍ଷା କେନ୍ଦ୍ରରେ ୯୩୦୫ଜଣ ଯୁକ୍ତଦୁଇ ପରୀକ୍ଷାର୍ଥୀ ପରୀକ୍ଷା ଦେବେ

ନୟାଗଡ଼, ୨ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ନୟାଗଡ଼ ଜିଲାରେ ୩ ତାରିଖ ମଙ୍ଗଳବାରଠାରୁ...

ନିର୍ମାଣ ଶ୍ରମିକ କଲ୍ୟାଣ ସପ୍ତାହ ଉଦ୍‌ଘାଟିତ : ଶ୍ରମିକମାନଙ୍କ ହକ୍ ପାଇଁ କାମ କରୁଛି ଏବଂ କରିଚାଲିବି –...

0
ଭୁବନେଶ୍ୱର ୨-୩ (ଓଡ଼ିଆ ପୁଅ) ଶ୍ରମିକମାନଙ୍କ ହକ୍ ପାଇଁ ମୁଁ କାମ କରୁଛି ଏବଂ କରିଚାଲିବି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ସ୍ଥାନୀୟ ସ୍ବାଧିନତା ସଂଗ୍ରାମୀ ପଡ଼ିଆରେ ଶ୍ରମିକ...