Home ଅପରାଧ ଟ୍ରେନ୍  ଲାଇନ କଡରୁ ଅପରିଚିତ ବ୍ୟକ୍ତିର ଶବ ଉଦ୍ଧାର

ଟ୍ରେନ୍  ଲାଇନ କଡରୁ ଅପରିଚିତ ବ୍ୟକ୍ତିର ଶବ ଉଦ୍ଧାର

311

ଯାଜପୁର୩ ।୦୩(ଓଡିଆପୁଅ/ବିରଞ୍ଚି ନାରାୟଣପତ୍ରୀ)ବୈତରଣୀ- ଦୁଲାଖା ପାଟଣା ମଧ୍ୟରେ ଜଣେ ୨୫ରୁ ଉର୍ଦ୍ଧ ଯୁବକ ଟ୍ରେନ୍‌ରେ ଆତ୍ମହତ୍ୟା କରିଥିବା ଭଦ୍ରକ ଜିଆରପି ଠାରୁ ଖବର ମିଳିଛି । ଯୁବକ ଜଣକ ଆଜି ଦିର୍ଘ ସମୟ ବଢେଇ ଜଳନ୍ଦା ଗ୍ରାମ ନିକଟ ର୍ଟେନ୍ ଲାଇନ କଡରେ ବୁଲୁଥିବା ଦେଖିବାକୁ ମଳିଥିଲା ।

 

ଭଦ୍ରକକୁ ଯାଉଥିବା ପାସେଞ୍ଜର ଟ୍ରେନ ପାରାଦିପ ଭଦ୍ରକ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଟେନ୍ ଡ୍ରାଇଘର ଭଦ୍ରକ ଜିଆରପିକୁ ସୁଚନା ଦେଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଯୁବକ ଜଣକର କୌଣସି ପରିଚୟ ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.