Home 2020

Yearly Archives: 2020

କରୋନା ପାଇଁ ଲଣ୍ଡା ହେଲେ ୭୫ ପୋଲିସ୍

0
ଭୁବନେଶ୍ୱର: ସମଗ୍ର ବିଶ୍ୱ ପାଇଁ କରୋନା ଭାଇରସ୍ ଏକ ଗମ୍ଭୀର ବିପଦ ଭାବରେ ଉଭା ହୋଇଛି। ଏହି ଭୂତାଣୁ ଯୋଗୁଁ ଭାରତରେ ୨୧ ଦିନର ଲକ୍ ଡାଉନ୍ ଘୋଷଣା କରାଯାଇଛି।ଲକ୍ ଡାଉନକୁ ସଫଳ...

କେବଳ ଭୁବନେଶ୍ୱରରେ ପ୍ରାୟ ୩୦ କରୋନା ଆକ୍ରାନ୍ତ – ସରକାରଙ୍କ ପକ୍ଷରୁ ଆଡଭାଇଜୋରୀ ଜାରୀ

0
ଭୁବନେଶ୍ୱର ୬-୪ (ଓଡ଼ିଆ ପୁଅ) ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ୧୬ ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହା ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ କୁ ବୃଦ୍ଧି ପାଇଛି।...

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରାତି ୯ଟାରେ ୯ ମିନିଟ୍ ପାଇଁ ସପରିବାର ଦୀପ ଜାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
ନୂଆଦିଲ୍ଲୀ ଏପ୍ରିଲ ୦୫ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ନୂଆଦିଲ୍ଲୀରେ ପରିବାର ସହ ଦୀପ ଜାଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

ଅତ୍ୟାବଶ୍ୟକ ସାମଗ୍ରୀ ଓ ଚିକିତ୍ସା ସରଞ୍ଜାମ ସମେତ ନିୟମିତ ବିମାନ ଯୋଗେ ମାଲ ପରିବହନ ଉତ୍ତର ପୂର୍ବାଞ୍ଚଳକୁ ଜାରି...

0
ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ଡ. ଜିତେନ୍ଦ୍ର ସିଂ କହିଛନ୍ତି ଯେ, ଲକଡାଉନ ଘୋଷଣା ହେବା ପରଠାରୁ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ଜମ୍ମୁ ଓ କଶ୍ମୀର, ଲଦାଖ କେନ୍ଦ୍ର ଶାସିତ...

ଝାଜ୍ଜରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପରିଦର୍ଶନ କଲେ ଡ. ହର୍ଷ ବର୍ଦ୍ଧନ

0
ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ଏମ୍ସ ଝାଜ୍ଜର ସମନ୍ବିତ କୋଭିଡ-19 ହସ୍ପିଟାଲ ଭାବେ କାର୍ଯ୍ୟ କରିବ। ଏଥିରେ 300 ଆଇସୋଲେସନ ଓ୍ବାର୍ଡ ରହିଛି ଯାହା ରୋଗୀଙ୍କ ପାଇଁ...

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟଗୁଡ଼ିକର କୁଳପତିଙ୍କ ସହିତ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଆଲୋଚନା

0
ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ପାଠପଢ଼ା କାର୍ଯ୍ୟକ୍ରମ ଜାରି ରଖିବା ନିମନ୍ତେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସ୍ବୟମ ଏବଂ ସ୍ବୟଂ ପ୍ରଭା ସମେତ ଅନ୍ୟାନ୍ୟ ଅନଲାଇନ ଡିଜିଟାଲ ମାଧ୍ୟମକୁ ତୁରନ୍ତ କାର୍ଯ୍ୟକାରୀ...

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନ ତରଫରୁ ପିଏମ କେଆର ପାଣ୍ଠିକୁ 430 କୋଟି ଟଙ୍କାର ସହାୟତା

0
ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) କୋଭିଡ-19ର ମୁକାବିଲା ଏବଂ ଏଥିରେ ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ଅର୍ଥ ମନ୍ତ୍ରଣାଳୟ, ଆର୍ଥିକ ପ୍ରତିଷ୍ଠାନ ଓ ସରକାରୀ କର୍ତ୍ତୃତ୍ଵାଧୀନ ବ୍ୟାଙ୍କ/ଉଦ୍ୟୋଗ କର୍ମଚାରୀମାନେ ଆଗେଇ...

କୋଭିଡ-19 ମୁକାବିଲାରେ ଏମଏସଏମଇ ବୈଷୟିକ କେନ୍ଦ୍ରର ଯୋଗଦାନ

0
ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ)  ସମଗ୍ର ଦେଶ ବିଭିନ୍ନ ସ୍ତରରେ କରୋନା ସଂକ୍ରମଣର ମୁକାବିଲା କରୁଥିବା ବେଳେ କେନ୍ଦ୍ର ଅଣୁ, ସୁକ୍ଷ୍ମ ଓ ମଧ୍ୟମ ଉଦ୍ୟୋଗ ଅଧିନସ୍ଥ 18ଟି ବୈଷୟିକ କେନ୍ଦ୍ର...

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଥିବା ବିଭିନ୍ନ ସମସ୍ୟା ନେଇ ସଂଶ୍ଳିଷ୍ଟ ବିଭାଗଗୁଡିକ ସହିତ ଯୋଗାଯୋଗ କରୁଛି ମନ୍ତ୍ରଣାଳୟ

0
- କୋଭିଡ-19 ଲକଡାଉନ କାଳରେ ଶିଳ୍ପ ପ୍ରତିନିଧିଙ୍କ ସହିତ ଶ୍ରୀମତୀ ବାଦଲଙ୍କ ଭିଡିଓ କନଫରେନ୍ସନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ମନ୍ତ୍ରଣାଳୟ...

ଲାଇଫଲାଇନ ଉଡାଣ ବିମାନ ଦ୍ଵାରା ଦେଶବ୍ୟାପୀ 161 ଟନ କାର୍ଗୋ ପରିବହନ

0
ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ଲାଇଫଲାଇନ ଉଡାଣ ବିମାନ ଯଥା ଏୟାର ଇଣ୍ଡିଆ, ଆଲିଆନ୍ସ ଏୟାର, ଭାରତୀୟ ବାୟୁସେନା, ପବନହଂସ ଓ ଅନ୍ୟାନ୍ୟ ଘରୋଇ ବିମାନ ମୋଟ 116ଟି ଉଡାଣ କରିଛନ୍ତି।...

କୋଭିଡ-19 ଲକଡାଉନ ସମୟରେ ସାଧାରଣ ଲୋକଙ୍କ ପାଇଁ ଚିନି, ଲୁଣ ଓ ଖାଇବା ତେଲ ଯୋଗାଣ ଅବ୍ୟାହତ

0
ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) କରୋନା ମହାମାରୀର ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ସମୟରେ ଚିନି, ଲୁଣ ଓ ଖାଇବା ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଯେପରି...

ଇପିଏଫଓ ସଦସ୍ୟଙ୍କ ପାଇଁ ଜନ୍ମ ପ୍ରମାଣପତ୍ର ସଂଶୋଧନ କରିବା ନିମନ୍ତେ ସାନି ନିର୍ଦ୍ଦେଶ

0
କରୋନା ସଂକ୍ରମଣ କାଳରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍)ର ସଦସ୍ୟମାନଙ୍କୁ ଅନଲାଇନ୍ ସେବା ଯୋଗାଣକୁ ଅଧିକ ସଫଳ ଓ ବ୍ୟାପକ କରିବାକୁ ପଦକ୍ଷେପ ନିଆଯାଇଛି। ତଦନୁସାରେ ଇପିଏଫଓ ସଦସ୍ୟମାନଙ୍କ ରେକର୍ଡଭୁକ୍ତ ହୋଇଥିବା ଜନ୍ମ...

ଭାରତ ସରକାରଙ୍କ ଦ୍ୱାରା ନୀତି ଆୟୋଗ ସିଇଓଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କ୍ଷମତାପ୍ରାପ୍ତ ଗୋଷ୍ଠୀ

0
ନୂଆ ଦିଲ୍ଲୀ ୬-୪ (ଓଡ଼ିଆ ପୁଅ) ଦେଶରେ ଦେଖା ଦେଇଥିବା କୋଭିଡ଼-19 ମହାମାରୀ ମୁକାବିଲା ସଂପର୍କୀତ କାର୍ଯ୍ୟାନୁଷ୍ଠାନ ସକାଶେ ଘରୋଇ ସଂସ୍ଥା, ଏନଜିଓ ଏବଂ ଆନ୍ତର୍ଜାତିକ ସଂଗଠନମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବ...

କୋଭିଡ଼-19 ବିରୋଧରେ ସଂଗ୍ରାମ ପାଇଁ ଅଣ୍ଟା ଭିଡ଼ିଲେ ପ୍ରତିରକ୍ଷା ପିଏସୟୁ, ଓଏଫବି

0
ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ ସରକାରୀ ସଂସ୍ଥା (ଡ଼ିପିଏସୟୁ) ଏବଂ ଗୋଳାବାରୁଦ କାରଖାନା ବୋର୍ଡ଼ (ଓଏଫବି) ବୈଶ୍ୱିକ ମହାମାରୀ କୋଭିଡ଼-19 ବିରୋଧରେ ଦେଶବ୍ୟାପୀ ସଂଗ୍ରାମ ପାଇଁ ଅଣ୍ଟା ଭିଡ଼ିଛନ୍ତି।ମେଡ଼ିକାଲ ସୁବିଧାଦେଶର...

ସାମୂହିକ ଭାବେ ଲାଇଟ ବନ୍ଦ କରିବା ସମୟରେ ବିଦ୍ୟୁତ ଗ୍ରୀଡ ପରିଚାଳନା ସଂକ୍ରାନ୍ତ ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ (ଏଫଏକ୍ୟୁ)

0
ଗ୍ରୀଡ ଅସ୍ଥିରତା ବିଷୟରେ ସମସ୍ତ ସନ୍ଦେହ ଦୂର କରିବପ୍ରଶ୍ନ 1 : ରାତି 9ଟାରୁ 9:09 ପର୍ଯ୍ୟନ୍ତ କେବଳ ଘର ଲାଇଟ ବନ୍ଦ କରାଯିବ ନା ଷ୍ଟ୍ରିଟ ଲାଇଟ, ସାର୍ବଜନୀନ ସ୍ଥାନରେ ଥିବା...

ଆସାମରେ ମୃଦ୍ୟୁ ଭୂମିକମ୍ପ

0
ଗୌହାଟୀ ୬-୪ (ଓଡ଼ିଆ ପୁଅ) ଆସାମର ଗୁଆହାଟୀ ନିକଟରେ ବିଳମ୍ବିତ ରାତି ୧୧.୨୦ ମିନିଟରେ ରିକ୍ଟର ସ୍କେଲରେ ୪.୪ ତୀବ୍ରତାର ରବିବାର ଏକ ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବ ନିକଟସ୍ଥ...

କରୋନା ତାଲାବନ୍ଦ ପାଇଁ ପୁଣି ଓଜେଇଇ ଆବେଦନ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର ୫ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ସଂକ୍ରମଣ ନହେବା ପାଇଁ କେନ୍ଦ୍ର ଓରାଜ୍ୟ ସରକାର ଦେଶ-ରାଜ୍ୟରେ କରିଥିବା ତାଲାବନ୍ଦ ପାଇଁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା – ଓଜେଇଇ ଅନଲାଇନ ପଞ୍ଜିକରଣ...

ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ବମିଖାଲ ଅଞ୍ଚଳର ୧୫ ଜଣ ଅନ୍ତର୍ଭୁକ୍ତ

0
ଭୁବନେଶ୍ୱର ୬-୫ (ଓଡ଼ିଆ ପୁଅ) ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ବମିଖାଲ ଅଞ୍ଚଳର ୧୫ ଜଣ ଅନ୍ତର୍ଭୁକ୍ତ ବୋଲି ସୂଚନା ଦୋଇଛନ୍ତି ରାଜ୍ୟ ସରକାର। ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ...

ସଟ୍‌ଡାଉନ୍ ପାଇଁ ଜିଲ୍ଲାରେ ସବୁ ଆଡେ ଶୁନଶାନ,ଖାଁ ଖାଁ ପରିବେଶ

ଯାଜପୁର ୫ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲାରେ ୪୮ ଘଂଟିଆ ଆସନ୍ତା କାଲି ରାତି ୮ ଟା ପର୍ଯ୍ୟନ୍ତ ସଟ ଡାଉନ ରହିଛି। କେବଳ ଔଷଧ ଦୋକାନକୁ...

 କଳାହାଣ୍ଡି ଜିଲ୍ଲାର କରୋନା ପଜେଟିଭ୍ ସଂକ୍ରମିତ ଯୁବକ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି

କଳାହାଣ୍ଡି ୫ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଳାହାଣ୍ଡି ଜିଲ୍ଲାରେ ଗତ କାଲି ଗୋଳାମୁଣ୍ଡା ଅଞ୍ଚଳର ଚିହ୍ନଟ ହୋଇଥିବା କରୋନା ପଜେଟିଭ୍ ସଂକ୍ରମିତ ଯୁବକ ଜଣକ ଙ୍କୁ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା...