Home 2020

Yearly Archives: 2020

ନିଜର ସ୍ୱତନ୍ତ୍ର ଉପସ୍ଥାପନା ଶୈଳି ପାଇଁ ବିରଳ ପରିଚୟ ସୃଷ୍ଟି କରିଥିଲେ ପ୍ରଦୀପ ମହାରଥୀ – ଧର୍ମେନ୍ଦ୍ର ପ୍ରଧାନ

0
ବରିଷ୍ଠ ରାଜନେତା ପ୍ରଦୀପ ମହାରଥୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ - ରାଜ୍ୟର ରାଜନୈତିକ ଓ ସାମାଜିକ ଜୀବନରେ ଅପୂରଣୀୟ କ୍ଷତି - ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦିନରାତି ଲାଗି ରହିବା ଥିଲା ତାଙ୍କର ପସନ୍ଦ ଭୁବନେଶ୍ୱର,...

ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ସେବା ଯୋଗାଉଛି ସୁନ୍ଦରଗଡ଼ର ଏଆରସି – ୨୪ ବର୍ଷ ପରେ ଆଶାବାଡ଼ି...

0
ସୁନ୍ଦରଗଡ଼, ୫ ଅକ୍ଟୋବର (ଓଡ଼ିଆ ପୁଅ) : ‘‘୨୪ ବର୍ଷ ହେଲା ଆଶାବାଡ଼ିକୁ ଭରସା କରି ମୁଁ ବାଟ ଚାଲୁଥିଲି। ହେଲେ ଏବେ ଆଶାବାଡ଼ି ଛାଡ଼ି ନିଜ ଗୋଡ଼ରେ ଠିଆ ହୋଇ ପାରୁଥିବାରୁ...

ପାଠପଢ଼ା ପାଇଁ ଦୃଷ୍ଟିହୀନ ପିଲାଙ୍କୁ ମୋବାଇଲ ବାଣ୍ଟିଲା ୟୁସିସିଆଇ ଲେଡିଜ ଫୋରମ୍

0
ଭୁବନେଶ୍ୱର ଅକ୍ଟୋବର ୫ (ଓଡ଼ିଆ ପୁଅ) ଶିକ୍ଷା ହେଉଛି ସଫଳତାର ଚାବିକାଠି। ସୁସ୍ଥ ସମାଜ ଗଠନରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କରୋନା ମହାମାରୀରେ କବଳିତ ସାରା ବିଶ୍ୱ ଅବ୍ୟବସ୍ଥିତ ହୋଇପଡ଼ିଥିବାବେଳେ...

କରୋନା ଯୋଗୁଁ ବେସରକାରୀ ବିଦ୍ୟାଳୟର ଫି’ ଛାଡ଼ ପ୍ରସଙ୍ଗ ସରକାର ଦ୍ୱାରା ନ୍ୟାୟାଳୟରେ ପ୍ରଦତ୍ତ ଏମ୍‌ଓୟୁକୁ “ଓସା’...

0
ଭୁବନେଶ୍ୱର, ୫-୧୦-(ଓଡ଼ିଆ ପୁଅ): ଅର୍ଗାନାଇଜେସନ୍ ଅଫ୍ ପ୍ୟାରେଣ୍ଟସ୍ ଆସୋସିଏସନନ୍ ଫୋରମ୍ "ଓପାପ' ଓ ଓଡ଼ିଶା ସୂଚନା ଅଧିକାର ଅଭିଯାନ "ଓସା' ମିଳିତ ଆନୁକୂଲ୍ୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ଜଣାଇଛନ୍ତି ଯେ, ଗତ...

ରିଗାଁ କଟୁଆଳ ସାହି ରାସ୍ତାରେ ଆଣ୍ଠୁଏ ପାଣି

ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁ ପଞ୍ଚାୟତ କଟୁଆଳ ସାହି ରାସ୍ତା କିଛିଦିନ ପୂର୍ବେ ନିର୍ମାଣ ହୋଇଥିବା ବେଳେ ଏବେ ସାମାନ୍ୟ...

ଭତ୍ତା ଆଶାରେ ଦୁର୍ଘଟଣାଗ୍ରସ୍ତ ରବିନ୍ଦ୍ର; ପ୍ରଶାସନ ଦୃଷ୍ଟି ଦେଉ

ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମାଳଦା ଗ୍ରାମପଞ୍ଚାୟତର ମାଳଦା ଗ୍ରାମର ରବିନ୍ଦ୍ର ଦାସ ଦୁର୍ଘଟଣାରେ ଗୋଡରେ ଆଘାତପ୍ରାପ୍ତ ହେବା ପରେ ଏବେ ଘରେ...

ଟାଙ୍କିରୁ ଷଣ୍ଢ ଉଦ୍ଧାର କଲା ଦମକଳବାହିନୀ

ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପଟ୍ଟାପୋଲ ଅଞ୍ଚଳର ଶତ୍ରୁଘ୍ନ ଶଙ୍ଖୁଆଙ୍କ ଘରେ ଥିବା ଅଣ୍ଡରଗ୍ରାଉଣ୍ଡ ଟାଙ୍କିରେ ପଡିଥିବା ଏକ ଷଣ୍ଢକୁ ସ୍ଥାନୀୟ ଦମକଳବାହିନୀ...

ବ୍ଲକ୍ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପରେ ବି ମୁଗଗଡିଆ ସମେତ ୩ଟି ଗାଁ ପୁନଶ୍ଚ ଜଳବନ୍ଦୀରେ

ଭଦ୍ରକ, ୫।୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁନଶ୍ଚ ଜଳାର୍ଣ୍ଣବ ହୋଇଯାଇଛି କେନ୍ଦୁଆପଦା ପଂଚାୟତର ମୁଗଗଡିଆ, କସଗଡିଆ ଓ ଗୋହିରାପଦୀ ଗ୍ରାମ। ୩ଟି ଗ୍ରାମର ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ...

ଲଘୁଚାପ ଜନିତ ଲଗାଣ ବର୍ଷାରେ ଘର ଭାଙ୍ଗିଗଲା

ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଲଘୁଚାପ ଜନିତ ଲଗାଣ ବର୍ଷା ଲୋକମାନଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି। ଏହି ଲଗାଣ ବର୍ଷାରେ କେଉଁଠି ଘର ଭାଙ୍ଗି ଯାଇଛି ତ...

ସମସ୍ୟା ଘେରରେ ଧୁଷୁରୀ ୟୁକୋ ବ୍ୟାଙ୍କ

ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବର୍ତ୍ତମାନ ବିଭିନ୍ନ ସମକାରୀ ଯୋଜନା ସହିତ, ସ୍ୱଂୟ ସହାୟକ ଗୋଷ୍ଠୀର ଟଙ୍କା ଦେଣନେଣ ପାଇଁ ବ୍ୟାଙ୍କ ଉପରେ ନିର୍ଭର କରୁଥିବା ବେଳେ...

ବିରୁହାଁ ଛକ ଜବରଦଖଲ ଉଚ୍ଛେଦ ପାଇଁ ତହସିଲ ପକ୍ଷରୁ ନୋଟିସ

ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତ ବିରୁହାଁ ଛକରେ ସରକାରୀ ଜମିକୁ କେତେକ ଲୋକ ଜବରଦଖଲ କରିଛନ୍ତି। ଏହି ସ୍ଥାନରେ...

୧୦ ଫୁଟ ଲମ୍ବର ଗୋଖର ସାପ ଉଦ୍ଧାର

0
ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବ୍ଲକ ସାହସପୁର ପଞ୍ଚାୟତ ପନ୍ଦରବାଟିଆ ଗ୍ରାମର ସଂଜିବ କୁମାର ସାହୁଙ୍କ ଘରୁ ଏକ ୧୦ ଫୁଟ ଲମ୍ବର...

ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ହେଉଥିବା ଦୁର୍ନୀତିର ତଦନ୍ତ ଦାବି

ଭଦ୍ରକ, ୪-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଭିଜିଲାନ୍‌ସ ବିଭାଗ ଅତର୍କିତ ଚଢାଉ କରି ସୁଧାକର ବାରିକ ନାମକ ଜଣେ କନିଷ୍ଠ କିରାଣୀଙ୍କୁ...

ଥାନା ହାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ

ଭଦ୍ରକ, ୪-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାନ୍ଦବାଲି ଥାନାରୁ ଏକ ନାବାଳିକା ଘଟଣାର ଅଭିଯୁକ୍ତ ଖସିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଖେରଙ୍ଗ...

ବାଇକ୍ ଆରୋହୀଙ୍କ ଠାରୁ ଲୁଟ୍‌; ୨ ଗିରଫ

ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶୁକ୍ରବାରଦିନ ରାତିରେ ଗ୍ରାମାଞ୍ଚଳ ଥାନା ପକ୍ଷରୁ ରାତ୍ରୀକାଳୀନ ପାଟ୍ରୋଲିଂ ଚାଲୁରହିଥିବାବେଳେ ରାଜପଥରେ ବାଇକ୍ ଆରୋହୀଙ୍କ ଠାରୁ ଲୁଟ୍ କରୁଥିବା ଦୁଇଜଣ ଯୁବକଙ୍କୁ...

ଭଦ୍ରକ : ଯୁବକଙ୍କୁ ପିଟି ପିଟି ହତ୍ୟା କେଶ୍‌ରେ ୨ ଗିରଫ

ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶୁକ୍ରବାରଦିନ ଭଦ୍ରକ ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହି ଗ୍ରାମରେ ଘଟିଥିବା ହତ୍ୟା ଘଟଣାରେ ଆଜି ପୁଲିସ୍ ୨ ଜଣଙ୍କୁ ଗିରଫ...

ଧାମରାରେ ବିଓ-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0
ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ନିକଟସ୍ଥ କଲାମ ଦ୍ୱୀପରୁ ଶନିବାର ଅପରାହ୍ଣ ୧୨.୧୦ ରେ ବିଓ୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଆଣବିକ ଶକ୍ତି ସଂପନ୍ନ...

କୁତୁରଙ୍ଗ ପଂଚାୟତରେ କୋଭିଡ ସ୍ୱାବ ପରୀକ୍ଷା ଶିବିର

କେନ୍ଦ୍ରାପଡା, ୫-୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତୁରଙ୍ଗ ପଂଚାୟତରେ କୋଭିଡ ସ୍ୱାବ ପରୀକ୍ଷା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି। ପଂଚାୟତର ସରପଂଚ ସୀତାସୁନ୍ଦରୀ ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ...

ଦୀନବନ୍ଧୁ ଆଇନ୍ କଲେଜ ପରିଚାଳନା ପରିଷଦ ସଭ୍ୟ ଓ ବରିଷ୍ଠ କର୍ମଚାରୀଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡା, ୫-୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ୍ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭ୍ୟ, ସମାଜସେବୀ ସୂର୍ଗତ ବଟକୃଷ୍ଣ ପ୍ରଧାନ ଓ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ସୂର୍ଗତ କିଶୋର...

୭ଜଣ ରେଲୱେ ଟିକେଟ କଳାବଜାରୀଙ୍କୁ ପୋଲିସ ଉଠାଇନେଲା

କେନ୍ଦ୍ରାପଡା, ୫-୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେଥିବା ରେଲଫ୍ୱେ ଟିକେଟ କାଉଁଟରରେ ଶନିବାର ଟିକେଟ କଳାବଜାରୀ କରିବାକୁ ଚେଷ୍ଟା କରୁଥିବା ସମ୍ପର୍କରେ ଖବର ପାଇ ଟାଉନ ଥାନା ପୋଲିସ...