Home ଓଡ଼ିଶା ୭୫ମିଟର ମଧ୍ୟରେ ଥିବା ଉଚ୍ଛେଦ କାର୍ଯ୍ୟ ଜାରୀ

୭୫ମିଟର ମଧ୍ୟରେ ଥିବା ଉଚ୍ଛେଦ କାର୍ଯ୍ୟ ଜାରୀ

191

ପୁରୀ, ୨୦/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶ୍ରୀମନ୍ଦିର ଠାରୁ ୭୫ମିଟର ମଧ୍ୟରେ ଥିବା ଉଚ୍ଛେଦ କାର୍ଯ୍ୟ ଜାରୀ ରହିଛି। ଆଜି ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରର ଚତୁଃପାଶ୍ୱର୍ରେ ଥିବା କେତେକ ଲଜ୍ ଓ ବ୍ୟକ୍ତିଗତ ଘରକୁ ଉଚ୍ଛେଦ କରାଯାଇଛି। ଏହି ଉଚ୍ଛେଦ ପ୍ରକ୍ରିୟା ଆଗାମୀ ଦିନରେ ଜାରୀ ରହିବ ବୋଲି ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.