Home ଅପରାଧ ସ୍ଥାନୀୟ ଲୋକଙ୍କୁ ଇମାମିରେ ନିଯୁକ୍ତି ଦାବି କରି କାରଖାନା ସମ୍ମୁଖରେ ଶତାଧିକ ଗ୍ରାମବାସୀଙ୍କ ଧାରଣା

ସ୍ଥାନୀୟ ଲୋକଙ୍କୁ ଇମାମିରେ ନିଯୁକ୍ତି ଦାବି କରି କାରଖାନା ସମ୍ମୁଖରେ ଶତାଧିକ ଗ୍ରାମବାସୀଙ୍କ ଧାରଣା

141

ଭୁବନେଶ୍ୱର/ଯାଜପୁର୧୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର କଳିଙ୍ଗନଗର ଠାରେ ନିର୍ମିତ ହୋଇଥିବା ଇମାମି ସିମେଣ୍ଟ କାରଖାନରେ ସ୍ଥାନୀୟ ବାସିନ୍ଦାଙ୍କ ସ୍ଥାୟୀ ନିଯୁକ୍ତି ଦାବୀକରି ଆଜି ପଙ୍କପାଳ ରେ ଥିବା କାରଖାନା ଫାଟକ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଶତାଧିକ ମହିଳା ଓ ପୁରୁଷ ଆନ୍ଦୋଳନରେ ସାମିଲ ହୋଇଥିବା ଦେଖି ପୁଲିସ ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କାରେ ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.