Home ଜିଲ୍ଲା ପରିକ୍ରମା ସୀମାନ୍ତ ସୁକୁମା ଜିଲ୍ଲାରେ ମାଓସମସ୍ୟା କୁ ନେଇ କେନ୍ଦ୍ରୀୟ ସୁରକ୍ଷା ଉପଦେଷ୍ଠା ଓ ସିଆରପିଏଫ ବରିଷ୍ଠ...

ସୀମାନ୍ତ ସୁକୁମା ଜିଲ୍ଲାରେ ମାଓସମସ୍ୟା କୁ ନେଇ କେନ୍ଦ୍ରୀୟ ସୁରକ୍ଷା ଉପଦେଷ୍ଠା ଓ ସିଆରପିଏଫ ବରିଷ୍ଠ ଅଧିକାରୀ ପହଁଚି ସମୀକ୍ଷା ବୌଠକରେ ଯୋଗଦେଲେ

114

ମାଲକାନଗିରି,୨ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲାରେ ଆଜି କେନ୍ଦ୍ରୀୟ ସୁରକ୍ଷା ବିଭାଗ ବରିଷ୍ଠ ଉପଦେଷ୍ଠା ଓ ସିଆରପିଏଫ ବରିଷ୍ଠ ଅଧିକାରୀ ପହଁଚି ମାଓସମସ୍ୟ କୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି । ଆଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଦିଲ୍ଲୀରୁ କେନ୍ଦ୍ରୀୟ ସୁରକ୍ଷା ବିଭାଗର ବରିଷ୍ଠ ଉପଦେଷ୍ଠା କେ.ବୀଜୟ କୁମାର,ଦତତ୍ରୟ.ପି ,ସିଆରପିଏଫ ବରିଷ୍ଠ ଅଧିକାରୀ ଓ କେନ୍ଦ୍ରୀୟ ସୁରକ୍ଷାବଳ ବରିଷ୍ଠ ଅଧିକାରୀ ମାନେ ସୁକୁମା ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ପହଁଚି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ସହ ମାଓସମସ୍ୟା ସଂପର୍କରେ ଜିଲ୍ଲାପାଳ, ଏସପି ଓ ଅନ୍ୟାନ ପୁଲିସ ଅଧିକାରୀ ମାନଙ୍କ ସହିତ ସମୀକ୍ଷା ବୈଠକ କରିଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.