Home ଓଡ଼ିଶା ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

1253

ନୂଆଦିଲ୍ଲୀ,୨୪/୦୯,(ଓଡ଼ିଆ ପୁଅ ପି ନାଏକ): ଗାଡ଼ି ଯାଞ୍ଚ ବେଳେ ଚାଳକଙ୍କ ଦ୍ୱାରା ମୂଳ କାଗଜପତ୍ର ଦାଖଲ କରାଯାଇ ନ ପାରିଲେ ଏମ୍‌-ପରିବହନ କିମ୍ବା ଇ-ଚାଲାଣ ମାଧ୍ୟମରେ ଯାଞ୍ଚ କରିବା ପରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ କିମ୍ବା ପୋଲିସ ଚାଲାଣ କାଟିପାରିବେ ବୋଲି କେନ୍ଦ୍ର ସରକାର ସୋମବାର ରାଜ୍ୟ ସରକାରଗୁଡ଼ିକୁ ସର୍କୁଲାର ଜାରି କରି ସ୍ପଷ୍ଟ କରିଛନ୍ତି। ଏଥିସହ ଏମ୍‌-ପରିବହନ ଆପ୍‌ର ଡିଜିଲକର୍‌ରେ ଥିବା ଗାଡ଼ିର ତଥ୍ୟକୁ ପୋଲିସ ଗ୍ରହଣ କରିବାକୁ ବାଧ୍ୟ ବୋଲି ଏଥିରେ ଦର୍ଶାଯାଇଛି।

ଦାଦନ ଖଟିବାକୁ ଯାଉଛନ୍ତି ଗଞ୍ଜାମର ମଜୁରିଆ; ବାଂଲାଦେଶୀ ମାରୁଛନ୍ତି ପେଟକୁ ଲାତ: ବିଜେପି ମୌନ!

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.