ଦାଦନ ଖଟିବାକୁ ଯାଉଛନ୍ତି ଗଞ୍ଜାମର ମଜୁରିଆ; ବାଂଲାଦେଶୀ ମାରୁଛନ୍ତି ପେଟକୁ ଲାତ: ବିଜେପି ମୌନ!

କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ଓଡ଼ିଶାରେ ବିଜେପି କରୁଛି ଖାଲି ପ୍ରଳାପ ଭୁବନେଶ୍ୱର: ୩୭୦ ଧାରା ଉଚ୍ଛେଦ ପରେ କେନ୍ଦ୍ର ସରକାର ଦେଶରେ ରହିଥିବା ଆଉ ଏକ ସମ୍ବେଦନଶୀଳ ସମସ୍ୟା ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।ତାହା ହେଲା ବେଆଇନ ଅନୁପ୍ରବେଶ କାରୀଙ୍କୁ ଦେଶରୁ ହଟାଇବା।ଆସାମରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି।ଆସାମରେ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜନ (ଏନଆରସି) ଲାଗୁ ହେବା ପରେ ଏହା ସମଗ୍ର ଦେଶରେ ଲାଗୁ ହେବାକୁ ଯାଉଛି।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, … Continue reading ଦାଦନ ଖଟିବାକୁ ଯାଉଛନ୍ତି ଗଞ୍ଜାମର ମଜୁରିଆ; ବାଂଲାଦେଶୀ ମାରୁଛନ୍ତି ପେଟକୁ ଲାତ: ବିଜେପି ମୌନ!