Home ଅପରାଧ ଲୁଟ ବେଳେ ବ୍ୟବସାୟୀଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ

ଲୁଟ ବେଳେ ବ୍ୟବସାୟୀଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ

109

ବାଲେଶ୍ଵର,୦୫/୧୦,(ଓଡ଼ିଆ ପୁଅ ପି ନାଏକ): ସୁନା ଚେନ୍‌ ଲୁଟ କରି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିଲେ ଜଣେ ବ୍ୟବସାୟୀ । ବିଫଳ ହେବା ଆଶଙ୍କାରେ ସେମାନେ ବ୍ୟବସାୟୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଏହି ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ସେରଗଡ଼ ବଜାରରେ ଘଟିଛି । ଫଳରେ ବ୍ୟବସାୟୀଙ୍କ ମୁଣ୍ଡ ଓ ହାତରେ ଗୁଳି ବାଜିଛି । ପରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପରେ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରୁ ଖୋକା ଉଦ୍ଧାର ହୋଇଥିବା ବେଳେ ବାଲେଶ୍ୱର ଏସ ପି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.