Home ଓଡ଼ିଶା ଲାଗିଲା ନିଆଁ, ଖୋଲା ଆକାଶ ତଳେ ୯ ପରିବାର

ଲାଗିଲା ନିଆଁ, ଖୋଲା ଆକାଶ ତଳେ ୯ ପରିବାର

161

କଟକ,୦୬/୧୦,(ଓଡ଼ିଆ ପୁଅ ପି ନାଏକ): କଟକ ଜିଲା କଣ୍ଟାପଡ଼ା ତହସିଲ ଅନ୍ତର୍ଗତ ଡିମିରି ପଞ୍ଚାୟତର କୁଶୁନୁପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି । ଫଳରେ  ଏଥିରେ ୯ଟି ପରିବାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ସର୍ଟ ସର୍କିଟ ଯୋଗୁଁ ଜଣଙ୍କ ଘରେ ନିଆଁ ଲାଗି ତା ପରେ ଆଉ ସବୁ ଘରକୁ ବ୍ୟାପି ଯାଇଥିଲା । ପରେ ଏହି ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.