Home ଜଗତସିଂହପୁର ରାଷ୍ଟ୍ରିୟ ସ୍ୱୟଂସେବକ ସଂଘର ବାର୍ଷିକ ଉତ୍ସବ

ରାଷ୍ଟ୍ରିୟ ସ୍ୱୟଂସେବକ ସଂଘର ବାର୍ଷିକ ଉତ୍ସବ

109

ଜଗତସିଂହପୁର, ୭/୧(ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) ରାଷ୍ଟ୍ରିୟ ସ୍ୱଂୟସେବକ ସଂଘର ଉତ୍ସବ ରଘୁବାଥପୁର ଜଗନ୍ନାଥ ପ୍ରଭାତ ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବି.ସି କଲେଜ ପୂର୍ବତନ ଅଧକ୍ଷ ରମାନନ୍ଦ ସ୍ୱାଇଁ ଯୋଗଦେଇ ପିଲାମାନେ ଦେଶ ଜାତି ଓ ଭାରତମାତା ପାଇଁ ନିଜକୁ ଉତ୍ସର୍ଗ କରିପାରିଲେ ଆମ ଦେଶ ବିଶ୍ୱରେ ଶେଷ୍ଠ୍ର ହୋଇପାରିବ ବୋଲି କହିଥିଲେ। ଏଥିରେ ରାଷ୍ଟ୍ରିୟ ସ୍ୱଂୟସେବକ ସଂଘ କଟକ ବିଭାଗ ପଚାରକ ଲଷ୍ମୀଧର ପରିଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତ ବର୍ଷର ଯୁବକ ଯୁବତୀ ଉତ୍ସର୍ଗୀକୃତ ମନୋଭାବ ପଦର୍ଶନ ଆୱାହାନ ଦେଇଥିଲେ। ଏଥିରେ ରଘୁନାଥପୁର ମଣ୍ଡଳ ମନୋରଞ୍ଜନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମୁଖ୍ୟ ଶିକ୍ଷକ ରମେଶ ଚନ୍ଦ୍ର ସେଠୀ ଶାରିରିକ ପଦର୍ଶନ କରାଇଥିଲେ। ସ୍ୱାଂୟ ସେବକ ନିହାର କୁମାର ବେହାର ସାମୟିକ ଗୀତଗାନ କରିଥିଲେ। ବସନ୍ତ କୁମାର ନାୟକ, ମହେଶ୍ୱର ବେହେରା, ପ୍ରମୁଖ ବହୁ ସ୍ୱଂୟସେବକ ଯୋଗଦେଇଥିଲେ। ପ୍ରମୋଦ କୁମାର ସାହୁ ଏହି ଉତ୍ସବକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.