Home ଜିଲ୍ଲା ପରିକ୍ରମା ରାଜ୍ୟ ଯୁବ ଜନତା ଦଳର ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ବିବାହ ବନ୍ଧନରେ ବାନ୍ଧିହେଲେ

ରାଜ୍ୟ ଯୁବ ଜନତା ଦଳର ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ବିବାହ ବନ୍ଧନରେ ବାନ୍ଧିହେଲେ

96

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାଜ୍ୟ ଯୁବ ଜନତା ଦଳର ସଭାପତି, ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଚାନ୍ଦବାଲିର ବିଧାୟକ ଡ. ବ୍ୟୋମକେଶ ରାୟ । ସେ ତାଙ୍କର ପୁରୁଣା ରାଜନୈତିକ ବନ୍ଧୁ ତାଦଶା ପ୍ର୍ରିୟଦର୍ଶିନୀଙ୍କୁ ନିଜ ବୈବାହିକ ଜୀବନର ସାଥୀ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ନିରାଡମ୍ବର ବିବାହ ଉତ୍ସବରେ ଜିଲା ପର୍ଯ୍ୟବେକ୍ଷକ ତଥା ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟ, ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ରାଜ୍ୟ ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.