Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ ବରିଷ୍ଠ ଏବଂ ଉପକନିଷ୍ଠ ଟେନିକଏଟ୍ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲା ଖେଳାଳୀଙ୍କ ନାମ ଘୋଷିତ

ରାଜ୍ୟସ୍ତରୀୟ ବରିଷ୍ଠ ଏବଂ ଉପକନିଷ୍ଠ ଟେନିକଏଟ୍ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲା ଖେଳାଳୀଙ୍କ ନାମ ଘୋଷିତ

0

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡିଶା , ଜବାହାର ଲାଲ୍ ନେହେରୁ ଇନ୍େଡାର ଷ୍ଟାଡିୟମ ରେ ଆରମ୍ଭ ହେବାକୁ ଯାଉଥିବା ରାଜ୍ୟ ସ୍ତରୀୟ ବରିଷ୍ଠ ଓ ଉପ କନିଷ୍ଠ ଟେନିକଏଟ ପ୍ରତିଯୋଗିତାଟି ୪ ମଇ ରୁ ଆରମ୍ଭ ହୋଇ ୬ ମଇ ୨୦୨୬ ରେ ସମାପ୍ତ ହେବ । ଏହି ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଟେନିକଏଟ୍ ସଂଘ ତାର ୧୨ ଜଣ ଲେଖାଏ ବାଳକ ଓ ୧୨ ଜଣ ବାଳିକା ଖେଳାଳୀ ଙ୍କ ନାମ ଘୋଷଣା କରିଛି ।ଏହି ପୁରୁଷ ଦଳରେ ଭଦ୍ରକ ଜିଲ୍ଲାରୁ ତନ୍ମୟ ବଳ , ଆୟୁଷ କବାଟ, ରାଜେଶ ନାୟକ, ମନୋଜ ନାୟକ, ତନବିର ବଳ, ଅର୍ଜୁନ ଦାସ, ସଞ୍ଜୀବ ମହାନ୍ତି, ରୋହିତ୍ ଗୋଚ୍ଛାୟତ, ଦିବ୍ୟାଂଶୁ ସିଂ, ବିକାଶ ମୁର୍ମୁ, ଅଙ୍କିତା ବେହେରା, ଆକୃତି ବେହେରା, ଅର୍ପିତା ମହାନ୍ତି, ଉର୍ମି ଦାସ, ଲକ୍ଷ୍ମୀ କୁମାରୀ ସାହାଣୀ, ସୋନାକ୍ଷୀ ନାୟକ, ଦେବସ୍ମିତା ଦାସ, ଜସ୍ମିନ ମହାପାତ୍ର, ମଧୁସ୍ମିତା ନାୟକ, ପ୍ରିତିମୟୀ ଧଳ ମନୋନୀତ ହୋଇଛନ୍ତି। ଏହି ଖେଳାଳୀ ମାନଙ୍କ.ସଫଳତା ନିମନ୍ତେ ଭଦ୍ରକ ଜିଲ୍ଲା ଟେନିକଏଟ୍ ସଂଘର ସଂପାଦକ ମନୋଜ କୁମାର ସାହୁ , ପିଏମ୍ ଶ୍ରୀ ବିନ୍ଦୁ ମାଧବ ବାଗୁରାର ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ,କ୍ରିଡା ଶିକ୍ଷକ ତପନ କୁମାର ମିଶ୍ର , ସଭାପତି ଗୋଲକ ନାୟକ , ସୁବାସ ଦିକ୍ଷୀତ୍ , ଭବେଶ ଦାସ, ନାରାୟଣ ବେହେରା, ଚନ୍ଦନ ଦେ , ରାଜେଶ୍ ଦାସ , ରାଜତିଲକ୍ ସ୍ୱାଇଁ , ସତ୍ୟଜିତ୍ ପରମାଣିକ୍ ,ଗୁରୁ ଚରଣ ପହି, ବିଶ୍ୱରଞନ ସାହୁ ,ଲକ୍ଷ୍ମି ନାରାୟଣ ମହାନ୍ତି , ଶିବ ଚରଣ ସୌରଭ , ରଶ୍ମିତା ନାୟକ ,ସମସ୍ତ ସଦସ୍ୟ ଓ ବରିଷ୍ଠ ଖେଳାଳୀ ମାନେ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ରାଜ୍ୟ ସ୍ତରରେ ଭଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.