Home Coronavirus Outbreak ରାଜ୍ୟରେ ଆଜି ୧,୧୭୮ କରୋନା ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?

ରାଜ୍ୟରେ ଆଜି ୧,୧୭୮ କରୋନା ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?

41

ଭୁବନେଶ୍ୱର ୨୨ -୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧,୧୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ
ନୂଆ ଆକ୍ରାନ୍ତ: ୧୧୭୮
୦-୧୮ ବର୍ଷର : ୧୪୬
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୬୯୦
– ସ୍ଥାନୀୟ ଅଞ୍ଚଳରୁ୪୮୮
୧- ଅନୁଗୁଳ ଜିଲ୍ଲାରୁ – ୩
୨- ବାଲେଶ୍ୱର ଜିଲ୍ଲାରୁ – ୧୮
୩- ବରଗଡ଼ ଜିଲ୍ଲାରୁ – ୩୧
୪- ଭଦ୍ରକ ଜିଲ୍ଲାରୁ – ୧୦
୫- ବଲାଙ୍ଗୀର ଜିଲ୍ଲାରୁ – ୧୧
୬- ବୌଦ୍ଦ ଜିଲ୍ଲାରୁ – ୧୯
୭- କଟକ ଜିଲ୍ଲାରୁ – ୧୦୪
୮- ଦେବଗଡ଼ ଜିଲ୍ଲାରୁ – ୧୦
୯- ଢେଙ୍କାନାଳ ଜିଲ୍ଲାରୁ – ୧
୧୦- ଗଜପତି ଜିଲ୍ଲାରୁ – ୪
୧୧- ଗଞ୍ଜାମ ଜିଲ୍ଲାରୁ – ୧
୧୨- ଜଗତସିଂହପୁର ଜିଲ୍ଲାରୁ – ୮
୧୩- ଯାଜପୁର ଜିଲ୍ଲାରୁ – ୩୪
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୭
୧୫- କଳାହାଣ୍ଡି ଜିଲ୍ଲାରୁ – ୩୨
୧୬- କନ୍ଧମାଳ ଜିଲ୍ଲାରୁ – ୧୩
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୩
୧୮- କେନ୍ଦୁଝର ଜିଲ୍ଲାରୁ – ୧୨
୧୯- ଖୋର୍ଦ୍ଧାରୁ: ୨୫୨
୨୦- କୋରାପୁଟ ଜିଲ୍ଲାରୁ – ୧୩
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୯୭
୨୨- ନବରଙ୍ଗପୁର ଜିଲ୍ଲାରେ: ୯
୨୩- ନୟାଗଡ଼ ଜିଲ୍ଲାରୁ – ୩୦
୨୪- ନୂଆପଡ଼ା ଜିଲ୍ଲାରୁ – ୧୩
୨୫- ପୁରୀ ଜିଲ୍ଲାରୁ – ୨୦
୨୬- ରାୟଗଡ଼ା ଜିଲ୍ଲାରୁ – ୨୩
୨୭- ସମ୍ବଲପୁର ଜିଲ୍ଲାରୁ – ୧୧୧
୨୮- ସୋନପୁର ଜିଲ୍ଲାରୁ – ୧୮
୨୯- ସୁନ୍ଦରଗଡ଼ ଜିଲ୍ଲାରୁ – ୧୯୪
୩୦- State Pool: ୫୭
– ନୂଆ ସୁସ୍ଥ ହୋଇଥିଲେ୧୦୨୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୨୪୫୬୭୯୮
– ମୋଟ ଆକ୍ରାନ୍ତ ୧୩୦୪୩୬୯
– ମୋଟ ସୁସ୍ଛ ହୋଲେଣି ୧୨୮୭୯୪୧
– ସକ୍ରୀୟ ଆକ୍ରାନ୍ତ – ୭୨୪୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.