Home Coronavirus Outbreak ଦେଶରେ ଆଜି ପୁଣି ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୧,୮୮୦ ନୂଆ...

ଦେଶରେ ଆଜି ପୁଣି ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୧,୮୮୦ ନୂଆ ଆକ୍ରାନ୍ତ ଚିହ୍ନଟ, ୬୦ ମୃତ

19

ନୂଆ ଦିଲ୍ଲୀ ୨୨-୭ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୧,୮୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୪୯,୪୮୨ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୩୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୧,୭୧,୬୫୩ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨୧,୨୧୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୪୬% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୮,୪୭,୦୬୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୬୦୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୫,୯୩୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୩୪%

ଆରୋଗ୍ୟ ହୋଇଛନ୍ତି ୯୮.୪୬%

ଏବଂ ମୃତ୍ୟୁ ସଂଖ୍ୟା ୧.୨୦%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୦୧, ୩୦, ୯୭, ୮୧୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୭, ୦୬, ୯୯୭

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୭, ୧୬, ୫୬, ୨୦୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୪, ୯୫, ୩୫୯

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୫୧ ୧୦୧୭୬ ୧୫ ୧୨୯
ଆନ୍ଧ୍ରପ୍ରଦେଶ ୨୯୦୧ ୨୩୧୧୦୩୨ ୪୧୯ ୧୪୭୩୩
ଅରୁଣାଚଳ ପ୍ରଦେଶ ୨୮୬ ୬୪୫୬୯ ୩୯ ୨୯୬
ଆସାମ ୫୩୨୫ ୭୧୯୮୭୭ ୬୩୬ ୮୦୧୦
ବିହାର ୨୩୨୮ ୮୨୫୯୨୯ ୪୯୪ ୧୨୨୭୫
ଚଣ୍ଡିଗଡ଼ ୫୮୦ ୯୩୫୧୫ ୯୧ ୧୧୬୫
ଛତିଶଗଡ ୩୫୯୬ ୧୧୪୩୬୦୪ ୪୦୦ ୧୪୦୫୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୦୩
ଦିଲ୍ଲୀ ୨୨୦୯ ୧୯୧୭୮୦୭ ୫୯୨ ୨୬୨୯୭
୧୦ ଗୋଆ ୬୯୭ ୨୪୬୫୪୧ ୧୧୬ ୩୮୪୮
୧୧ ଗୁଜୁରାଟ ୫୧୬୮ ୧୨୨୯୭୦୦ ୭୪୫ ୧୦୯୫୬
୧୨ ହରିୟାଣା ୨୪୩୮ ୧୦୧୧୨୪୮ ୪୧୧ ୧୦୬୩୪
୧୩ ହିମାଚଳ ପ୍ରଦେଶ ୩୩୨୨ ୨୮୪୭୯୨ ୪୨୯ ୪୧୫୨
୧୪ ଜାମ୍ମୁ କାଶ୍ମୀର ୨୦୭୭ ୪୫୧୬୧୮ ୧୫୨ ୪୭୬୧
୧୫ ଝାଡଖଣ୍ଡ ୧୧୭୨ ୪୩୨୦୫୩ ୧୭୧ ୫୩୨୫
୧୬ କର୍ଣ୍ଣାଟକ ୮୦୩୩ ୩୯୪୩୪୪୪ ୧୩୮୪ ୪୦୧୩୨
୧୭ କେରଳ ୨୧୭୭୦ ୬୬୧୦୨୩୮ ୩୧୮୮ ୭୦୩୩୪ ୨୨
୧୮ ଲଦାଖ ୧୦୭ ୨୮୩୭୪ ୧୪ ୨୨୮
୧୯ ଲକ୍ଷଦୀପ ୧୧୩୬୦ ୫୨
୨୦ ମଧ୍ୟପ୍ରଦେଶ ୧୪୩୪ ୧୦୩୫୩୯୭ ୧୬୧ ୧୦୭୪୬
୨୧ ମହାରାଷ୍ଟ୍ର ୧୪୫୧୯ ୭୮୬୪୮୩୧ ୨୪୦୦ ୧୪୮୦୪୫
୨୨ ମଣିପୁର ୬୨୭ ୧୩୫୫୫୯ ୮୪ ୨୧୨୪
୨୩ ମେଘାଳୟ ୩୯୭ ୯୨୫୭୮ ୨୦ ୧୫୯୭
୨୪ ମିଜୋରାମ ୯୧୬ ୨୨୯୭୮୮ ୧୭୦ ୭୦୭
୨୫ ନାଗାଲାଣ୍ଡ ୮୪ ୩୪୮୦୬ ୭୬୫
୨୬ ଓଡ଼ିଶା ୬୧୨୦ ୧୨୮୭୯୪୧ ୧୮୩୦ ୯୧୩୦
୨୭ ପୁଡୁଚେରୀ ୧୨୬୦ ୧୬୬୩୬୨ ୨୪୮ ୧୯୬୩
୨୮ ପଞ୍ଜାବ ୪୪୪୮ ୭୪୭୧୦୧ ୧୭୮୦୦
୨୯ ରାଜସ୍ଥାନ ୧୫୭୫ ୧୨୮୦୬୩୭ ୧୧୨ ୯୫୭୭
୩୦ ସିକ୍କିମ୍ ୯୫୯ ୩୯୨୨୩ ୭୧ ୪୬୫
୩୧ ତାମିଲନାଡୁ ୧୬୫୦୪ ୩୪୭୧୮୧୬ ୨୨୯୦ ୩୮୦୩୧
୩୨ ତେଲେଙ୍ଗାନା ୪୬୦୯ ୮୦୩୬୬୧ ୬୪୮ ୪୧୧୧
୩୩ ତ୍ରିପୁରା ୨୨୫୨ ୧୦୦୮୯୦ ୨୩୨ ୯୨୪
୩୪ ଉତ୍ତରାଖଣ୍ଡ ୧୩୩୮ ୪୩୧୩୯୩ ୧୧୭ ୭୭୦୪
୩୫ ଉତ୍ତରପ୍ରଦେଶ ୨୬୧୬ ୨୦୭୧୮୫୪ ୪୦୩ ୨୩୫୫୬
୩୬ ପଶ୍ଚିମବଙ୍ଗ ୨୭୭୫୫ ୨୦୩୦୪୩୬ ୩୧୨୪ ୨୧୩୦୦
ମୋଟ ୧୪୯୪୮୨ ୪୩୧୭୧୬୫୩ ୨୧୨୧୯ ୫୨୫୯୩୦ ୬୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.