Home ଓଡ଼ିଶା ଓଡ଼ିଶାରେ ଖୁସିର ଲହରୀ : ପୁରୀରେ ଲଡ଼ୁ ବାଣ୍ଟି ବିଜୟ ଉତ୍ସବ ପାଳନ କଲା ବିଜେପି

ଓଡ଼ିଶାରେ ଖୁସିର ଲହରୀ : ପୁରୀରେ ଲଡ଼ୁ ବାଣ୍ଟି ବିଜୟ ଉତ୍ସବ ପାଳନ କଲା ବିଜେପି

68

ପୁରୀ ୨୨-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦ୍ରୌପଦୀ ମୁର୍ମୁ ଭାରତ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ସାରା ଓଡ଼ିଶାରେ ଖୁସିର ଲହରୀ। ସବୁ ଆଡ଼େ ସେଲିବ୍ରେସନ। ପ୍ରଥମ ଓଡିଆ ମହିଳା ତଥା ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ ସବୁ ଆଡ଼େ ଆନନ୍ଦର ମାହୋଲ। ପୁରୀ ଜିଲ୍ଲା ପିପିଲିରେ ମଧ୍ୟ ସେଲିବ୍ରେସନ ହୋଇଛି। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପିପିଲି ଲୋକଙ୍କ ସହ ବିଜୟ ଉତ୍ସବ ପାଳନ କରିଛନ୍ତି। ଲୋକଙ୍କୁ ମିଠା ବାଣ୍ଟି, ଲୋକଙ୍କ ସହ ନାଚି ନାଚି ସେଲିବ୍ରେଶନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.