Home କେନ୍ଦୁଝର ରଜପାଇଁ ପ୍ରଶାସନ ପକ୍ଷରୁ ଚେକିଂ କଡା କଡି

ରଜପାଇଁ ପ୍ରଶାସନ ପକ୍ଷରୁ ଚେକିଂ କଡା କଡି

52

ହାଟଡ଼ିହି, ୧୪ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବର୍ତ୍ତମାନ କରୋନା କଟକଣା ଲାଗୁ ସତ୍ତ୍ୱେ ଜନଗହଳିକୁ ହଟାଇବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ସମଗ୍ର ଆନନ୍ଦପୁର ଉପଖଣ୍ଡରେ ୧୪୪ଧାରା ଜାରି କରାଯାଇଛି । ତଥାପି ଲୋକମାନେ କଟକଣାକୁ ମାନୁ ନଥିବାବେଳେ କିଛି ଅମାନିଆ ଖୁଲାମଖୁଲା ବୁଲୁଥିବାରୁ ପ୍ରଶାସନ ପକ୍ଷରୁ ଏମାନଙ୍କ ପାଇଁ କଠୋର ହୋଇଛି । ଆଜି ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ ପୁଲିସ ଫୋର୍ସ ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୋକାନ ବଜାରକୁ ବନ୍ଦ କରିବା ସହିତ ଆନନ୍ଦପୁର ଭଦ୍ରକ ରାସ୍ତାରେ ଯାତାୟକତ କରୁଥିବା ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରୁଥିବା ଦେଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.