Home ଓଡ଼ିଶା ରକ୍ତ ରଞ୍ଜିତ ହେଲା ମାଣିକେଶ୍ବରୀ ପୀଠ

ରକ୍ତ ରଞ୍ଜିତ ହେଲା ମାଣିକେଶ୍ବରୀ ପୀଠ

597

ଭବାନୀପାଟଣା,୦୬/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ରକ୍ତରଞ୍ଜିତ ହେଲା ଛତର ଯାତ୍ରା । ଭବାନୀପାଟଣା ର ପ୍ରସିଦ୍ଧ ମା’ ମାଣିକେଶ୍ବରୀ ଙ୍କ ପିଠିରେ ପଡିଲା ପଶୁବଳୀ । ଏଥିପାଇଁ ସେଠାରେ ଅନେକ ଭକ୍ତଙ୍କ ସମାଗମ ହୋଇଛି । ସୂଚନା ଅନୁସାରେ, ପରମ୍ପରା ଅନୁଯାୟୀ, ଏଠାରେ ମାଙ୍କୁ ପଶୁବଳୀ ଦିଆଯାଏ । ଆଜି ବି ଏହାକୁ ପାଳନ କରାଯାଉଛି । ତେବେ ଗହଳିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.