Home ଓଡ଼ିଶା ଫାରୁକ ଅବଦୁଲ୍ଲାଙ୍କୁ ଭେଟିବେ ୧୫ ଜଣିଆ ପ୍ରତିନିଧି ଦଳ

ଫାରୁକ ଅବଦୁଲ୍ଲାଙ୍କୁ ଭେଟିବେ ୧୫ ଜଣିଆ ପ୍ରତିନିଧି ଦଳ

213

ନୂଆଦିଲ୍ଲୀ,୦୬/୧୦,(ଓଡ଼ିଆ ପୁଅ ପି ନାଏକ): ଫାରୁକ ଅବଦୁଲା ଓ ଉପାଧ୍ୟକ୍ଷ ଓମାର ଅବଦୁଲାଙ୍କୁ ଭେଟିବେ ୧୫ ଜଣିଆ ଦଳ । ଦଳୀୟ ନେତାଙ୍କ ଅନୁରୋଧ ରକ୍ଷା କରି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅନୁମତି ଦେଇଛନ୍ତି । ତେବେ ସୂଚନା ଅନୁସାରେ,

ଏନସି ଜମ୍ମୁ ଶାଖାର ଅଧ୍ୟକ୍ଷ ଦେବେନ୍ଦ୍ର ସିଂହ ରାଣାଙ୍କ ଏହି ପ୍ରତିନିଧି ଦଳର ନେତୃତ୍ବ ନେଉଥିବା ବେଳେ ଦଳର ସଭାପତିଙ୍କୁ ଭେଟିବା ପାଇଁ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଗୁରୁବାର ଅନୁମତି ମାଗିଥିଲେ । ଗତକାଲି ରାଜ୍ୟପାଳ ଅନୁମତି ଦେବାପରେ ଆଜି ଫାରକଙ୍କୁ ଭେଟିବେ ପ୍ରତିନିଧି ଦଳ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.