Home ଓଡ଼ିଶା ମାଲେସିଆ ଜାହାଜକୁ ଉଦ୍ଧାର କରିବା ପାଇଁ ପହଞ୍ଚିଲା MV ଚିତ୍ତା

ମାଲେସିଆ ଜାହାଜକୁ ଉଦ୍ଧାର କରିବା ପାଇଁ ପହଞ୍ଚିଲା MV ଚିତ୍ତା

170

ଖୋର୍ଦ୍ଧା,୧୫/୦୯,(ଓଡ଼ିଆ ପୁଅ ପି ନାଏକ):ଖୁବ୍ ଶୀଘ୍ର ଉଦ୍ଧାର ହେବ ମାଲେସିଆ ଜାହାଜ । ଏନେଇ ଆଜି ସୂଚନା ମିଳିଛି । ତେବେ ଚିଲିକା ନିକଟ ରାଜହଂସରେ ଅଟକିଥିବା ଏହି ଜାହାଜକୁ ଉଦ୍ଧାର କରିବା ପାଇଁ ସିଙ୍ଗାପୁର ଜାହାଜ MV-ଚିତା ପହଞ୍ଚିଛି । କହିବାକୁ ଗଲେ ପ୍ରାୟ ୪୦ ଦିନ ଧରି ଏହି ଜାହାଜ ଜିନ-ହ୍ୱା ୩୨ ରାଜହଂସରେ ଅଚଳାବସ୍ଥାରେ ପଡ଼ିରହିଛି । ଏଥିରେ ଥିବା ୧୩ ହଜାର ଲିଟର ତେଲ ଚିଲିକା ଜଳରେ ମିଶି ଜୈବ ବିବିଧତା ପ୍ରତି ସଂକଟ ସୃଷ୍ଟି କରିବା ଆଶଙ୍କାରେ ରାଜ୍ୟ ସରକାର ଏଥିରେ ଥିବା ତେଲ ପାଇପ ସାହାଯ୍ୟରେ କାଢ଼ି ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.