Home ଓଡ଼ିଶା ମାଲକାନଗିରି : ପଙ୍ଗାମ ପୋଲ ସର୍ଭେ କରୁଥିବା ବେଳେ ଖସି ପଡି ଜଣେ ନିଖୋଜ

ମାଲକାନଗିରି : ପଙ୍ଗାମ ପୋଲ ସର୍ଭେ କରୁଥିବା ବେଳେ ଖସି ପଡି ଜଣେ ନିଖୋଜ

852

ମାଲକାନଗିରି ୧୭-୮ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ପଙ୍ଗାମ ପୋଲ ସର୍ଭେ କରୁଥିବା ବେଳେ ଖସି ପଡି ଜଣେ ନିଖୋଜ ହୋଇଥିବା ଖବର ଆସିଛି। ମିଳିଥିବା ସୂଚନାମତେ ସର୍ଭେ କାର୍ଯ୍ୟରେ ୩ ଜଣ ନିୟୋଜିତ ଥିଲେ, ତାଙ୍କ ମଧ୍ୟରୁ ଜଣେ ସର୍ଭେ ଅଧିକାରୀ ନଦୀକୁ ଖସିପଡ଼ି ନିଖୋଜ ହୋଇଯାଇଛନ୍ତି। ମାଥିଲି ପୋଲିସ ଓ ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି ରହିଛି। ମାଲକାନଗିରି ପାଙ୍ଗାମ ନଦୀର ଜଳସ୍ତର ମାପିବା ବେଳେ ସେ ଖସିପଡ଼ିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.