Home ଓଡ଼ିଶା ମାଲକାନଗିରି ନୂତନ ତହସିଲଦାର ଙ୍କ ଦାଇତ୍ୱ ଗ୍ରହଣ

ମାଲକାନଗିରି ନୂତନ ତହସିଲଦାର ଙ୍କ ଦାଇତ୍ୱ ଗ୍ରହଣ

24

ମାଲକାନଗିରି,୧୦ା୧୧ (ଓଡିଆ ପୁଅ ) ମାଲକନଗିରି ଜିଲ୍ଲାସଦର ମହକୁମା ତହସିଲଦାର ଡ.ଗୁଣନିଧି ନାୟକଙ୍କର ଡିପାର୍ଟମେଟଂକୁ ବଦଳି ହୋଇ ଯିବାପରେ ତାଙ୍କ ସ୍ଥାନରେ ନୂଆପଡା ଜିଲ୍ଲାରେ କାର୍ଯ୍ୟରତ ଡେପୁଟି କଲେକ୍ଟର ରାଖେଲ ପରିଡା ଙ୍କୁ ନିଯୁକ୍ତି ଦିଆଯାଇଛି । ମାଲକାନଗିରି ତହସିଲର ନୂତନ ତହସିଲଦାର ଭାବେ ଶ୍ରୀ ପରିଡା ଦାଇତ୍ୱ ନେବା ପରେ ତାଙ୍କର କାର୍ଯ୍ୟସୁଚାରୁ ଭାବେ ତୁଲାଇ ଜନସାଧାରଣଙ୍କର ସେବା କରିବାସହିତ ସେମାନଙ୍କୁ ଉପଯୁକ୍ତ ଭାବେ ନ୍ୟାୟପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.