Home ଓଡ଼ିଶା ମାରଣାସ୍ତ୍ର ଦେଖାଇ ଟ୍ରକ ଚାଳକ ଙ୍କ ଠାରୁ ଲୁଟ କଲେ ଲୁଟେରା

ମାରଣାସ୍ତ୍ର ଦେଖାଇ ଟ୍ରକ ଚାଳକ ଙ୍କ ଠାରୁ ଲୁଟ କଲେ ଲୁଟେରା

260

କଟକ,୦୬/୧୦,(ଓଡ଼ିଆ ପୁଅ ପି ନାଏକ):ଟ୍ରକ ଡ୍ରାଇଭରଙ୍କଠୁ ଲୁଟ । ଆଜ୍ଞା ହଁ ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗି ଥାନା ଅଧୀନରେ ନିମେଇସାପୁର ପେଟ୍ରୋଲ ପମ୍ପ୍ ନିକଟରେ । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୪ ଜଣ ଯୁବକ ପେଟ୍ରୋଲ ପମ୍ପ୍ ନିକଟରେ ଥିବା ୧୧ଟି ଟ୍ରକ୍ ଡ୍ରାଇଭରଙ୍କୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.