Home ଓଡ଼ିଶା ମାତିଛନ୍ତି କାଠ ମାଫିଆ

ମାତିଛନ୍ତି କାଠ ମାଫିଆ

91

ଗଜପତି,୦୧/୧୧,(ଓଡ଼ିଆ ପୁଅ ପି ନାୟକ):

ପୁଣି ଗିରଫ ହୋଇଛନ୍ତି କାଠ ମାଫିଆ । ତେବେ ଜଙ୍ଗଲ ସୃଷ୍ଟି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ କାଠ ମାଫିଆ ମୂଲ୍ୟବାନ ଗଛକୁ ଚୋରି କରି ବାହାରକୁ ଚାଲାଣ କରୁଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି  ରାୟଗଡା ଜ଼ିଲ୍ଲା ସୀମାନ୍ତ ଗଜପତି ଜ଼ିଲ୍ଲା ଅଧିନସ୍ଥ ନଳାଘାଟ ନିକଟସ୍ଥ ବୁରିପଙ୍କା ଗ୍ରାମ ନିକଟସ୍ଥ ଜଙ୍ଗଲରେ । ତେବେ ମୂଲ୍ୟବାନ କାଠର ମୂଲ୍ୟ   ପ୍ରାୟ ୩ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.