Home ଓଡ଼ିଶା ମହାନଦୀରେ ଗାଧୋଇବା ହେଲା କାଳ, ଭାସିଗଲେ ୬ ନାବାଳିକା

ମହାନଦୀରେ ଗାଧୋଇବା ହେଲା କାଳ, ଭାସିଗଲେ ୬ ନାବାଳିକା

366

କଟକ,୦୬/୧୦,(ଓଡ଼ିଆ ପୁଅ ପି ନାଏକ): ଆଜ୍ଞା ହଁ, ମହାନଦୀ ତୁଠକୁ ଗାଧୋଇବାକୁ ଯାଇ ଭାସି ଯାଇଛନ୍ତି ୬ ନାବାଳିକା । ଏହାଶୁଣି ସ୍ଥାନୀୟ ଲୋକେ ଆସି ଅନେକ ଖୋଜାଖୋଜି କରିଥିଲେ । ପରେ ୬ ଜଣଙ୍କ ମଧ୍ୟରୁ ଏଯାଏଁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ବର୍ତ୍ତମାନ ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜାଖୋଜି ରେ ନିୟୋଜିତ ହୋଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.