Home ଓଡ଼ିଶା ଭୁବନେଶ୍ଵରରେ ଉପରାଷ୍ଟ୍ରପତି

ଭୁବନେଶ୍ଵରରେ ଉପରାଷ୍ଟ୍ରପତି

169

ଭୁବନେଶ୍ଵର,୦୬/୧୦,(ଓଡ଼ିଆ ପୁଅ ପି ନାଏକ): ଭୁବନେଶ୍ୱରରେ ପହଞ୍ଚିଛନ୍ତି ଉପରାଷ୍ଟ୍ରପତି ଏମ୍.ଭେଙ୍କିୟା ନାଇଡ଼ୁ । ସେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ନବୀନଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ କେତେକ ବିଜେପି ନେତା ଉପସ୍ଥିିତ ରହିଥିଲେ । ପରେ ସେଠାରୁ କିଟ୍ ବିଶ୍ବବିଦ୍ୟାଳୟ ଯାଇ ବିଶ୍ୱ କବି ମହାକୁମ୍ଭରେ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.