Home ଓଡ଼ିଶା ପିଠା କାର୍ଯ୍ୟକ୍ରମରେ ମାଗଣା ଏଲଇଡି ବଲବ ପ୍ରଦାନ କରାଯିବ

ପିଠା କାର୍ଯ୍ୟକ୍ରମରେ ମାଗଣା ଏଲଇଡି ବଲବ ପ୍ରଦାନ କରାଯିବ

1023

କୋରାପୁଟ ୧୪-୦୧-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ଆସନ୍ତାକାଲି କୋରାପୁଟ ଜିଲ୍ଲାରେ ପଂଚାୟତରେ ଆୟୋଜନ କରାଯାଉଥିବା ପିଠା କାର୍ଯ୍ୟକ୍ରମରେ ସରକାରଙ୍କ ଘୋଷଣା ଅନୁଯାୟୀ ମାଗଣାରେ ଏଲଇଡି ବଲବ ପ୍ରଦାନ କରାଯିବ ବୋଲି ସାଉଥକୋ ନିର୍ବାହୀ ଯନ୍ତ୍ରୀ ଚମନ ଲାକ୍ରା ସୂଚନା ଦେଇଛନ୍ତି।ଜିଲ୍ଲାର ପ୍ରତ୍ୟେକ ପଂଚାୟତକୁ ବର୍ତମାନ ପାଇଁ ୮୦୦ ଟି ବଲବ ପ୍ରଦାନ କରାଯାଇଥିବା ସେ ପ୍ରକାଶ କରିବା ଆସନ୍ତାଦିନରେ ସମସ୍ତ ହିତାଧିକାରୀଙ୍କୁ ବଲବ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି।ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତଭୁକ୍ତ ହିତାଧିକାରୀମାନେ ଏଲଇଡି ବଲବ ପାଇବେ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.