Home ଓଡ଼ିଶା ଭିଜିଲାନ୍ସ ଜାଲରୁ ବର୍ତ୍ତି ପାରିଲେନି ସରକାରୀ ଡାକ୍ତରାଣୀ

ଭିଜିଲାନ୍ସ ଜାଲରୁ ବର୍ତ୍ତି ପାରିଲେନି ସରକାରୀ ଡାକ୍ତରାଣୀ

163

ନୂଆପଡ଼ା,୧୪/୦୯,(ଓଡ଼ିଆ ପୁଅ ପି ନାଏକ): ସରକାରୀ ଚାକିରୀ କରି ମଧ୍ୟ ଅଣ୍ଟୁନାହିଁ ଦରମା । ସେଥିପାଇଁ ତଳ କ’ଣ ଉପର କ’ଣ , କର୍ମଚାରୀଙ୍କ କାମ କରିଦେବା ପାଇଁ ହଜାର ହଜାର ଟଙ୍କା ଲାଞ୍ଚ ନେଉଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଜଣେ ସରକାରୀ ଡାକ୍ତରଙ୍କ କ୍ଷେତ୍ରରେ ।

ମିଳିଥିବା ସୂଚନା ଅନୁସାରେ, । ନୂଆପଡା ଜିଲ୍ଲା ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁକାନ୍ତି ପଣ୍ଡା ଲାାଞ୍ଚ ନେବା ସମୟରେ ଭିିିଲାନ୍ସ ଜାଲରେ ପଡିଯାଇଛନ୍ତି । କଥା କ’ଣ କି, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସଫେଇ କର୍ମଚାରୀ ମହେଶ ସହିସଙ୍କର ଅଟକି ରହିଥିବା ୭ ମାସର ଦରମା କରାଇଦେବା ପାଇଁ ଡାକ୍ତର ମ୍ୟାଡାମ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପରେ ମହେଶ ଟଙ୍କା ଦେବା ସମୟରେ ଭିଜିଲାନ୍ସ ଟିମ୍ ଡାକ୍ତରଙ୍କୁ ଗିରଫ କରିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.