Home ଓଡ଼ିଶା ଲାଞ୍ଚ ନେବା ପଡ଼ିଲା ଭାରି

ଲାଞ୍ଚ ନେବା ପଡ଼ିଲା ଭାରି

156

ବାଙ୍କୀ,୧୪/୦୮,(ଓଡ଼ିଆ ପୁଅ ପି ନାଏକ): ଲାଞ୍ଚ ନେବା ପଡ଼ିଲା ଭାରୀ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ବାଙ୍କୀ ଡମପଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ ବିପିନ ମନ୍ତ୍ରୀ । ସୂଚନା ଅନୁସାରେ, ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ସେ ଲାଞ୍ଚ ନେଉଥିଲେ । ଏହି ସମୟରେ  କଟକ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲେ । ପରେ ଅଧିକ ସୂଚନା ପାଇଁ ବିିିପିନଙ୍କ ବାସଭବନରେ ଭିଜିଲାନ୍ସ ମଧ୍ୟ ଚଢ଼ାଉ କରିଥିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.