Home ଓଡ଼ିଶା ଥମୁନି ହାତୀ ଆତଙ୍କ

ଥମୁନି ହାତୀ ଆତଙ୍କ

438

ମୟୁରଭଞ୍ଜ,୧୪/୦୯,(ଓଡ଼ିଆ ପୁଅ ପି ନାଏକ): କମୁନାହିଁ ହାତୀ ଆତଙ୍କ । କେଉଁଠି ହାତୀ ଆକ୍ରମଣରେ କାହାର ପ୍ରାଣହାନୀ ହେଉଛି, ତ ଆଉ କେଉଁଠି ହାତୀ ଉପଦ୍ରବ ଦେଖିବାକୁ ମିଳୁଛି । ଏବେ ମୟୁରଭଞ୍ଜରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଯେଉଁଥିପାଇଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତକାଲି ୨ଟି ଘର ଭାଙ୍ଗିବା ସହ ବହୁ ଫସଲ ନଷ୍ଟ କରିଛନ୍ତି। ଏହାଛଡା ଏପର୍ଯ୍ୟନ୍ତ ହାତୀ ଉପଦ୍ରବରେ ଅନେକ ଘର ଭାଙ୍ଗିବା ଘଟଣା ସାମ୍ନାକୁ ଆସିଛି ।  ତେବେ ହାତୀପଲକୁ ଘଉଡ଼ାଇବା ପାଇଁ ବନବିଭାଗ ଉଦ୍ୟମ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.